STORYMIRROR

MADHU MITA

Inspirational

3  

MADHU MITA

Inspirational

ମାଟି

ମାଟି

1 min
177

ଦୃଢ଼ ନୁହେଁ..

ମୁଢ଼ ବି ନୁହେଁ..


କେବେ ଦେବତାର..

କେବେ ମୃତ ଶରୀରର..


କେବେ ମମତାରେ..

କେବେ କିଛି ବାର୍ତ୍ତାରେ..


ସଦା ଅବିଚଳିତ..

ସଦା ସେ ସ୍ଥିରଚିତ୍ତ..


ସେ ନ ଥିଲେ ନାହିଁ ଅସ୍ତିତ୍ବ..

ସେ ମାଟି.. ଚତୁର୍ଦ୍ଦିଗେ ବ୍ୟାପ୍ତ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational