STORYMIRROR

MADHU MITA

Inspirational

3  

MADHU MITA

Inspirational

ଭକ୍ତି

ଭକ୍ତି

1 min
205

ଅକୁହା ଥିଲେ ବି

କହି ହୋଇଯାଏ  

ଅଶୁଣା ଥିଲେ ବି

ଶୁଣି ହୋଇଯାଏ  

ଆଦେଖା ମୂର୍ତ୍ତିଟି  

ସାମ୍ନାକୁ ଆସିଯାଏ  

ପିଞ୍ଜରାଟି ଖୋଲି  

ପକ୍ଷୀ ଉଡିଯାଏ  

ଯଦି  

ଡୋର ଲାଗିଯାଏ  

ମନ ପବନରେ  

ଅଦୃଶ୍ୟ ରୀତିର  

ଥରେ ସେ ପ୍ରୀତିର  

ସମର୍ପିତ ଭକ୍ତିର  

ନିର୍ବାଣ ଓ ମୁକ୍ତିର  

ରଖିପାରେ କି  

ଗଣ୍ଠି ଦେଇ କେହି  

ଲଗାମ ଅଛି କି  

କିଛି ମନ ପାଇଁ  

ଆନମନା ହେଲେ  

କେ ପାରିବ ରଖି  

ସେ ରାଧା ମୀରା ହେଉ  

ଅବା ଚିର କାଳ ଦୁଃଖୀ  !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational