Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Sahoo

Fantasy

2  

Pramila Sahoo

Fantasy

ସପନ

ସପନ

1 min
6.6K


ମଳୟ ପବନ ବହେ ଧୀରି ଧୀରି

ହୃଦୟକୁ ମୋର ସ୍ପର୍ଶ କରେ ନିତି

କୋଇଲି ଗାଉଛି ଗୀତ ଗଛ ଡାଳେ

ମଧୁର ସ୍ୱରେ ମନକୁ ମୋହି ନିଏ

ଗୋଧୂଳି ସନ୍ଧ୍ୟାର ବେଳେ ଗାଁ ଦାଣ୍ଡେ

ବସି ଥାଏ ନିତି ତୁମ ଅପେକ୍ଷାରେ

ସଜ ଗୋଲାପ ଫୁଲ ପରି ମୁହଁ ଦିଶେ ତୁମରି

ହସ ତୁମରି ସତେ କି ମଲ୍ଲି କଢି ପରି

ପ୍ରତିମୁହୂର୍ତ୍ତେ ଦେଖୁଛି ତୁମରି ସପନ

କିବା ଦିନ ଅବା ରାତି......

କେବେ ଆସି ମୋ ଅଗଣାରେ ରଖିବ ପାଦ

ମଥାରେ ସିନ୍ଦୂର ହାତରେ ନାଲି ଚୁଡି ପିନ୍ଧି...


Rate this content
Log in

Similar oriya poem from Fantasy