Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Shiba Prasad Tripathy

Romance

3  

Dr. Shiba Prasad Tripathy

Romance

ଶ୍ରାବଣୀ ତୁମକୁ

ଶ୍ରାବଣୀ ତୁମକୁ

1 min
7.3K


ତୁମେ ଆଉ ପଚାରନି ଜମା

ମୋତେ ମୋ' ନିଜର ଠିକଣା

ମୁଁ' ତ ଜଳୁଛି ଏବେ

ତୀବ୍ର ଦରଜରେ

ଆଦ୍ୟ ରୁ ପ୍ରାନ୍ତ ଯାଏ

ଧାରା ଶ୍ରାବଣରେ...

ମୁଁ ' ଆଉ ଏଠାରେ ନାହିଁ

ଅଛି, କେଉଁ ଏକ ସୂର୍ଯ୍ୟାସ୍ତ ସହରରେ

ଯେଉଁଠି ବଢୁଥାଏ ରାତି

ଛିଣ୍ଡୁଥାଏ ଦିନ

ଓଦା ଲଫାପା ଭିତରେ ।।

*** *** ***

ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ,ଉଦୟ ନଗର

ଷ୍ଟେସନ ରୋଡ, ବଲାଙ୍ଗୀର (ଓଡିଶା)


Rate this content
Log in

Similar oriya poem from Romance