STORYMIRROR

Dr. Shiba Prasad Tripathy

Fantasy

3  

Dr. Shiba Prasad Tripathy

Fantasy

ଅଧା ଗଢା ଅଧା ମଣିଷର ମନ

ଅଧା ଗଢା ଅଧା ମଣିଷର ମନ

1 min
346

ଏଇ କେତେ ଦିନ ହେଲା

ପିଠିରେ କୁବୁଜାର ବୋଝ ବୋହି

ଚାଲିଛି ଜୀବନ

ଥଳହୀନ ,କୂଳହୀନ,ରଂଗହୀନ

ଭଂଗା ନଈର ଦାଢେ ଦାଢେ

ଜୀବନ ପ୍ରବାହ ମ୍ରିୟମାଣ

ପ୍ରିୟଜନ !

ପଇଁତରା ମାରୁଛି କରୋନା ପବନ

ବେଳ ଆସିଛି ଏବେ

ମାପିବାକୁ ହେବ ସମୁଦ୍ର ପତନ

ଧୂସରୀତ ଅଧାଗଢା ଅଧା ମଣିଷର

କାକୁସ୍ଥ ମନ ।।



Rate this content
Log in

Similar oriya poem from Fantasy