Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Shiba Prasad Tripathy

Others

5.0  

Dr. Shiba Prasad Tripathy

Others

ଜୀବନ

ଜୀବନ

1 min
5.2K


ଜୀବନଟା ଏକ ଉଲ୍କା ନୁହେଁ ଯେ

ଆକାଶକୁ ଚାହିଁ ଦେଲେ ଛିଣ୍ଡି ଯିବ

ଅଥବା, ଜୀବନଟା ଏକ ମୋପେଡ୍ ନୁହେଁ ଯେ

ଟ୍ରାଫିକ ସିଗନାଲ ରେ ଅଟକି ଯିବ ,

ଜୀବନଟା ତ' ଏକ ଅଙ୍କ କଷା

ଯୁକ୍ତ ଓ ବିଯୁକ୍ତ ର ଚିହ୍ନ

ବେଳେ ବେଳେ ଯଦି ଅଙ୍କ କଷୁ କଷୁ

ଯୁକ୍ତରୁ ବିଯୁକ୍ତ ଅବା

ବିଯୁକ୍ତରୁ ଯୁକ୍ତ ନହୋଇ

ପ୍ରଶ୍ନବାଚୀ ହୁଏ !!!

*** *** ***

ଡଃ ଶିବ ପ୍ରସାଦ ତ୍ରିପାଠୀ

ସ୍ମୃତି ନିଳୟ, ଉଦୟ ନଗର

ଷ୍ଟେସନ ରୋଡ, ବଲାଙ୍ଗୀର (ଓଡିଶା)

shibatripathy262@gmail.com


Rate this content
Log in