Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ନେହ ବରଷା
ସ୍ନେହ ବରଷା
★★★★★

© Ranita Swain

Romance

1 Minutes   6.7K    9


Content Ranking

ଆକାଶରେ କଳା ମେଘ

ମନରେ ବିଜୁଳି

ସ୍ମୁତି ସବୁ ବରଷନ୍ତି

ପ୍ରେମର ପିୟୁଷ ଢାଳି ||


ସ୍ବପ୍ନ ହୋଇ ପ୍ରିତୀଲଗ୍ନା

ଶୋଇ ପଡେ କୋଳରେ

ମନ ହୁଏ ଆନମନା

ଏ ମନ ଦିଆ ନିଆ....ଖେଳରେ

ଝରକା,,ସେ ପଟେ ଭିଜୁଥାଏ,,,ମାଟି

ଏ ପଟେ ମୁଁ ଭିଜୁଥାଏ...ତୁମ

ଟିପି ଟିପି

ସ୍ନେହ ବରଷାରେ...।

ସ୍ନେହ ବରଷା ପ୍ରିତୀ ସ୍ବପ୍ନ

Rate the content


Originality
Flow
Language
Cover design

Comments

Post


Some text some message..