ସ୍ନେହ ବରଷା
ସ୍ନେହ ବରଷା
ଆକାଶରେ କଳା ମେଘ
ମନରେ ବିଜୁଳି
ସ୍ମୁତି ସବୁ ବରଷନ୍ତି
ପ୍ରେମର ପିୟୁଷ ଢାଳି ||
ସ୍ବପ୍ନ ହୋଇ ପ୍ରିତୀଲଗ୍ନା
ଶୋଇ ପଡେ କୋଳରେ
ମନ ହୁଏ ଆନମନା
ଏ ମନ ଦିଆ ନିଆ....ଖେଳରେ
ଝରକା,,ସେ ପଟେ ଭିଜୁଥାଏ,,,ମାଟି
ଏ ପଟେ ମୁଁ ଭିଜୁଥାଏ...ତୁମ
ଟିପି ଟିପି
ସ୍ନେହ ବରଷାରେ...।
ଆକାଶରେ କଳା ମେଘ
ମନରେ ବିଜୁଳି
ସ୍ମୁତି ସବୁ ବରଷନ୍ତି
ପ୍ରେମର ପିୟୁଷ ଢାଳି ||
ସ୍ବପ୍ନ ହୋଇ ପ୍ରିତୀଲଗ୍ନା
ଶୋଇ ପଡେ କୋଳରେ
ମନ ହୁଏ ଆନମନା
ଏ ମନ ଦିଆ ନିଆ....ଖେଳରେ
ଝରକା,,ସେ ପଟେ ଭିଜୁଥାଏ,,,ମାଟି
ଏ ପଟେ ମୁଁ ଭିଜୁଥାଏ...ତୁମ
ଟିପି ଟିପି
ସ୍ନେହ ବରଷାରେ...।