Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Romance

4.6  

kahnu charan sahu

Romance

ପ୍ରେମର ପ୍ରଥମ ରାତି

ପ୍ରେମର ପ୍ରଥମ ରାତି

1 min
416



ଅକୁହା ଅଭୁଲା ଅଦୃଶ୍ୟ ଅଦ୍ଭୁତ

ଆହ୍ଲାଦକ ସେଇ ରାତି

ଇନ୍ଦ୍ରପସ୍ଥ ଯେହ୍ନେ ଅନୁଭବେ ହୃଦ

ଈପ୍ସିତ କୁଆଁରା ଛାତି ।


ଉତ୍ତାପ ଉଗାଳେ ହୃଦ କୋଠରୀକା

ଉତ୍ତେଜନା ମନେ ଭର୍ତ୍ତି

ଉତ୍ସୁକତା ଭରା ପ୍ରିୟତମା ସହ

ପ୍ରେମର ପ୍ରଥମ ରାତି ।।


Rate this content
Log in

Similar oriya poem from Romance