ମୁଁ **
ମୁଁ **
କେବେ ଶ୍ମଶାନ ଦେହର ସତ୍ୟ
କେବେ ଉଲଙ୍ଗ ମୁଁ ଅବଧୂତ,
କେବେ ନିରିଜନ ମରୁ ପଥେ
ଥାଏ ତୁମରି ସ୍ମୃତିର ସାଥେ,
କେବେ ସମାଧିରେ ଥାଇ
ସଂଭୋଗ ରଚେ
ବିକାର ବିହୀନ ଚିତ୍ତେ,
ଆଉ କେବେ ପୁଣି
ମିଶି ରହିଥାଏ
ପଞ୍ଚ ମହାଭୂତ ତତ୍ତ୍ୱେ ।।
ତପନ ଦୀକ୍ଷିତ (ବେଳାଭୂମି)
କେବେ ଶ୍ମଶାନ ଦେହର ସତ୍ୟ
କେବେ ଉଲଙ୍ଗ ମୁଁ ଅବଧୂତ,
କେବେ ନିରିଜନ ମରୁ ପଥେ
ଥାଏ ତୁମରି ସ୍ମୃତିର ସାଥେ,
କେବେ ସମାଧିରେ ଥାଇ
ସଂଭୋଗ ରଚେ
ବିକାର ବିହୀନ ଚିତ୍ତେ,
ଆଉ କେବେ ପୁଣି
ମିଶି ରହିଥାଏ
ପଞ୍ଚ ମହାଭୂତ ତତ୍ତ୍ୱେ ।।
ତପନ ଦୀକ୍ଷିତ (ବେଳାଭୂମି)