STORYMIRROR

Puja Pradhan

Fantasy Inspirational Others

3  

Puja Pradhan

Fantasy Inspirational Others

କଥା କୁହା ଠାକୁରାଣୀ

କଥା କୁହା ଠାକୁରାଣୀ

1 min
180

କଥାକୁହା ଠାକୁରାଣୀ ମାଁ ମଙ୍ଗଳା

  ତୋବିନା କେ ବୁଝେ

ଭକତ ମନର ଅବୁଝା କଥା

  ଡାକି ଦେଲେ ମାଁ ବୋଲି ଧାଇଁ ଆସିବ

 ଭକତ ଦୁଃଖରେ କହ କିଏ କାନ୍ଦିବ

   ରାତି ହେଉକି ଦିନ ପାଖରେ ଥିବ

 ଆମେ ସବୁ ପାପୀ ମୋହରେ ପଡି କାନ୍ଦୁଛୁ

  ଦୁଃଖରୁ ଉଦ୍ଧାର ବୋଲି ଅଳି କରୁଛୁ

 ଲୋଡ଼ା ନାହିଁ ଦେଖାଣିଆ ଏହି ଦୁନିଆ

   ବେଇମାନି ସ୍ୱାର୍ଥପର ସବୁ ଏଠାରେ

 ଦୁନିଆ ଚିହ୍ନିଲି ମାଁ ବୋହୁ ଦିନରେ

    କିଏ ଏଠି ନିଜର ନୁହେଁ ସଭିଏଁ ପର

 ସ୍ୱାର୍ଥ ଦେଖି ମଣିଷ କରେ ନିଜ ବ୍ୟବହାର

    ବାଟବଣା ହୋଇ ପଥ ଜାଣିପାରୁନି

  କ୍ଷମା ଦିଅ ମୋତେ ମା ବିଶ୍ୱ ଜନନୀ

    ତୁମବିନା କେହି ମୋର ନୁହେଁ ନିଜର

   ଉଧାର କର ଗୋ ମାଁ ଉଧାର କର ।

   

    

 


Rate this content
Log in

Similar oriya poem from Fantasy