STORYMIRROR

Puja Pradhan

Children Stories Inspirational Children

3  

Puja Pradhan

Children Stories Inspirational Children

ଗଣେଶ ପୂଜା

ଗଣେଶ ପୂଜା

1 min
152

ଶ୍ରୀ ଗଜାନନ ଗୌରୀ ନନ୍ଦନ

  ଆହେ ପ୍ରଭୁ ଲମ୍ବୋଦର

ତୁମ କୃପା ହେଲେ ମହାମୂର୍ଖ ଟିଏ

  ପଣ୍ଡିତ ବୋଲାଏ ଜାଣିଛି ଏହି ସଂସାର

 ସର୍ବ ଦେବ ମଧ୍ୟ୍ୟ ପ୍ରଥମେ ପୂଜିତ

  ବିଘ୍ନବିନାଶନ ତୁମେ

 ମୂଶିକ ବାହାନ ଶୋଭା ପାଉଥାଏ

   ପ୍ରଭୁ ତୁମରି ଶ୍ରୀ ଚରଣେ

 ତୁମ ବୁଧୀମାନ ଚତୁରତା କଥା

   କିଏବା ସେ ଭୁଲିପାରେ

ମାତା ପିତା ଠାରୁ ଆରମ୍ବ ଦୁନିଆ

 ତାଙ୍କ ଠାରେ ହୁଏ ଶେଷ

ତୁମେ ପ୍ରଭୁ କହିଥିଲ ସଭିଙ୍କୁ

  ଦେଇଥିଲ ନିଜ ବୁଧୀର ପରୀକ୍ଷା

କେତେ ବିଘ୍ନରୁ ଉଧାର ପ୍ରଭୁ

  ବିଘ୍ନ ବିନାଶନ ନାମେ ରଚୟିତା

କିଏ ବା ଭୁଲିବ ତୁମ ଲୀଳା ଖେଳା

  ମୋଦକ, ଲଡୁ, ରେ ସରଧା ତୁମରି ଥାଏ

ଆହେ ଗଣପତି ତୁମ ଶ୍ରୀ ଚରଣେ

  ବାରମ୍ବାର ପ୍ରଣାମ ଜଣାଉଥାଏ ।



Rate this content
Log in