#ରଙ୍ଗ ନାୟିକା
#ରଙ୍ଗ ନାୟିକା
ଅବଶୋଶ ,ସେ ପୁଣି
ନାଟକର ଅଭିନେତ୍ରୀ ରଙ୍ଗ ନାୟିକାର,
ଅଭିନୟର ରଙ୍ଗମଞ୍ଚ,
ପ୍ରେମରେ ପୁଣି ମୋକ୍ଷ,
#ତଥାଗତ---------!
ବନ୍ଧନ,ବନ୍ଧନ-
କୋଟି ଯୋନିରେ କରିବାକୁ ପଡିବ
ଘଟ ପରିବର୍ତ୍ତନ,
ମୋକ୍ଷ,
ସେ ପୁଣି ପ୍ରେମରେ,
ରଙ୍ଗନାୟିକା,ଅଭିନୀତ,ନାଟକରେ ଚରିତ୍ର ନାମ ଯେ;
#ଆନମିକା----------------!!
©®କାଶ୍ୟପ,ରାୟଗଡା