STORYMIRROR

Chinmayee Kanta

Tragedy Fantasy Others

3  

Chinmayee Kanta

Tragedy Fantasy Others

ନାଲି ଫଗୁ

ନାଲି ଫଗୁ

1 min
197

ମୁଁ ମୋ ପ୍ରିୟାକୁ ଆଜି

ଫଗୁଣରେ ରଙ୍ଗେଇବି 

ନାଲି ଫଗୁକୁ ଆଣି

ତା ଶରୀରେ ବୋଲିଦେବି ।

ନାଲି ରଙ୍ଗର ସେଇ

ଫଗୁ ଦେଖି ପ୍ରିୟା ମୋର

ଜାଣିଯିବ ସେ ନିଜେ

ହୃଦୟେ କରିଛି ଘର ।

ନାଲି ଓଠ ତାହାର

ସାଜେ ସେ ହୋଇ ନାୟିକା

ସୋନ୍ଦର୍ଯ୍ଯ ତାହାରି ଦେଖି

ହୋଇଲା ମୋର ପ୍ରେମିକା ।

ନାଲି ଅବିରର ସେ

ଅର୍ଥକୁ ବୁଝି ଯାଇଛି

ତାର ବି ଇଚ୍ଛା ଆଜି

ନାଲି ରଙ୍ଗ ଖୋଜୁଛି ।

  

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy