STORYMIRROR

Chinmayee Kanta

Romance Fantasy Others

3  

Chinmayee Kanta

Romance Fantasy Others

ତୁମ କଥା ମନେ ପଡୁଛି

ତୁମ କଥା ମନେ ପଡୁଛି

1 min
176

ନା ଦିନ, ଦିନ ଲାଗୁଛି

ନା ରାତି, ରାତି ଲାଗୁଛି

ଖାଲି ତୁମ କଥା ମନେ ପଡୁଛି

ନା ଭୋକ ଲାଗୁଛି

ନା ଶୋଷ ଲାଗୁଛି

ଏ ଆଖିରେ ତୁମ ଚେହେରା ଝୁଲି ବୁଲୁଛି ।

ନା ମାଟିକୁ ଜଣା

ନା ପାଣିକୁ ଜଣା

ମୋତେ କଣ ହୋଇଯାଇଛି?

ସେଇ ଚିନ୍ତନ

ସେଇ ଗୋପନ

ସେଇ ହସ ଖେଳ

ସେଇ ରାଗ ରୁଷା

ମୋ ପାଇଁ ଅମୃତ ସାଜିଛି

ତୁମକଥା, ଖାଲି ତୁମ କଥା ମନେ ପଡୁଛି...।

କେବେ ଆସିବ

କେବେ ହସିବ

କେବେ କହିବ

ଥରେ କହତ

 ମୁଁ ତୁମ ହୃଦୟେ ଘର କରିଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance