ପାଇଛି ମୁଁ ସାଥିଟିଏ
ପାଇଛି ମୁଁ ସାଥିଟିଏ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଫୁଲ ପରି କୋମଳ ହୃଦୟ
ଜହ୍ନ ପରି ସୁନ୍ଦର ମୁଖ
ମହାଦେବଙ୍କ ପରି ପରୋପକାରୀ
ପାଇଛି ମୁଁ ସାଥି ଟିଏ l
ସଭିଙ୍କ ଦୁଃଖର ସାଥି
ସଭିଙ୍କ ଗୁହାରି ଶ୍ରୋତା
ସଭିଙ୍କ ମୁଖରେ ହସ ଫୁଟାଇବା ପରି
ପାଇଛି ମୁଁ ସାଥିଟିଏ l
ନିଜଠୁ ଅଧିକ ସିଏ
ଅନ୍ୟ କମେ ହାତ ବଟାଏ
ଖାଇବା ଭୁଲିକି ଖାଲି
ଅନ୍ୟ ପାଇଁ କାମ କରେ..
ପାଇଛି ମୁଁ ଏପରି ସାଥି ଟିଏ l
ନିରାଶ ନ କରି କାହାକୁ
ସାଙ୍ଗେ ସାଙ୍ଗେ ସାହାଯ୍ୟ ର
ହାତ ବଢାଏ..
ପାଇଛି ମୁଁ ଏପରି ସାଥି ଟିଏ l