STORYMIRROR

Mr.GAGAN BIHARI NAYAK

Romance Fantasy

3  

Mr.GAGAN BIHARI NAYAK

Romance Fantasy

ମୁଁ କବିତା ଧାଡିଏ

ମୁଁ କବିତା ଧାଡିଏ

1 min
697


ତମ ଓଠର ମୁଁ କବିତା ଧାଡିଏ ।

ପଢିଦେଲେ ଶୁଣି ଖୁସି ହେବି।

ତମ କଣ୍ଠ ସୁରେ ତାଳ ନ ରହିଲେ।

ଗୁଣୁ ଗୁଣୁ ଗାଇ କହି ଦେବି (0) 


ପୁରବୀ ରାଗରେ ଗାଇବନି କେବେ ।

ମୋ ବିରହ ଲେଖା ଗୀତ।

ଅଳଂକାର ଦେଇ ଲେଖିଛି ତାକୁ ମୁଁ।

ସେ ମୋର ପ୍ରାଣ ମିତ।

ରାତିର ନିସଙ୍ଗ ପାଚେରୀକୁ ଡେଇଁ। 

ଆସେ କେତେ କଥା ଭାବି (୧)


ଗାଉଥିଲେ ତମେ ଭାରି ଖୁସି ଲାଗେ ।

ପ୍ରିୟାର ପ୍ରଣୟ ଗାଥା ।

ଭାବେ ସେଇ ତମେ ଗାଅ ମୋର ମନେ।

ପ୍ରେମର ଧାଡିଏ କଥା ।

କବିତା ସୁରରେ ଡାକୁଛ ସଧୀରେ ।

ହେବାକୁ ଯୁଗଳ ବନ୍ଦୀ (୨)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance