Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Indira Mishra

Abstract Romance Fantasy

3  

Indira Mishra

Abstract Romance Fantasy

କାମନା

କାମନା

1 min
220


କାମନାର ରାଗିଣୀରେ ସୁରର ଝଁକାର ତୋଳେ।


ଶୀତଳ ପବନ ବୋହି ଶିହରଣ ତନୁମନ କାମନା ବେପଥୁ ଆଣେ।

ହୃଦୟର କାଗଜରେ ପ୍ରେମର ଗୀତି କବିତା 

ପ୍ରେମର ରାଗିଣୀ ତୋଳେ କାହା ପାଇଁ  କାହା ପାଇଁ ।

 

ରାତ୍ରିର ନିର୍ଜନ ପ୍ରହରେ ଚାହିଁ ରୁହେ  କାହା ପଥ ବୀରହିଣୀ ସାଜି???

ହେ ମାଧବ! ହେ ଗୋପାଳ ! ନାରାୟଣ, କୃଷ୍ନ ! 

କେବେ ହେବ ମିଳନର ରାତି କେବେ ହେବ 

କାମନାର ମୁକ୍ତି । 

ଶେଷ ପ୍ରତିକ୍ଷାର ରାତି ।


ଚାହିଁ ରୁହେ  କାହା ପଥ ରାଧା ବୀରହିଣୀ ସାଜି?

ଅଭିସାରେ...


ରତି ସୁଖ ସାରେ ଗତମ୍ ଅଭିସାରେ ମଦନ ମନୋହର ବେଶମ୍ ବିଗଳିତ ବସନମ୍ ପରିହୃତ ରସନମ୍  ଘଟୟ ଜଘନ ଅପିଧାନମ୍ । 



Rate this content
Log in

Similar oriya poem from Abstract