Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Indira Mishra

Others

3  

Indira Mishra

Others

ଦୀନବନ୍ଧୁ

ଦୀନବନ୍ଧୁ

1 min
162


ଦୀନବନ୍ଧୁ ଦଇତାରୀ ଦୁଃଖ ନ ଗଲା ମୋହରି

ଦୁଃଖ ନ ଗଲା ତୋହରି

ହେଲେ କି ନିଷ୍ଠୁର ଚିତ୍ତ ସେ ନିଳାଞ୍ଚଳେ ବସି

ନିଳାଞ୍ଚଳେ ବାସ କରି ।

ଦେଉଛନ୍ତି ବେତ ବାଡି ପାତକ ନ ଗଲା ଛାଡ଼ି ।


ନେଉଛନ୍ତି ଭିଡି ଭିଡି ବାଈଶୀ ପାହାଚେ ଗଡି ଗଡି

ପାତକ ନ ଗଲା ଛାଡ଼ି । 

ଦୀନବନ୍ଧୁ ଦଇତାରୀ ଦୁଃଖ ନ ଗଲା ମୋହରି

ଦୁଃଖ ନ ଗଲା ତୋହରି ।


ଗମ୍ଭୀରି ଭିତରେ ବସି ଅନ୍ଧାର ଭିତରେ ବସି

କିଛି ନ ଦେଖିଲୁ ତୁହି ।

ଭାସିଗଲୁ ଭବଜଳେ ବୁଡିଲୁ ଦୁଃଖ ସାଗରେ।

ଦୀନବନ୍ଧୁ ଦଇତାରୀ ଦୁଃଖ ନ ଗଲା ମୋହରି

ଦୁଃଖ ନ ଗଲା ତୋହରି ।।


Rate this content
Log in