Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Indira Mishra

Romance Classics Thriller

3  

Indira Mishra

Romance Classics Thriller

ନିଦ ଭରା ରାତି ମଧୁଭରା ଜହ୍ନ

ନିଦ ଭରା ରାତି ମଧୁଭରା ଜହ୍ନ

1 min
239


ନିଦ ଭରା ରାତି ମଧୁଭରା ଜହ୍ନ ଫିକା ଫିକା ଏଇ ଜୋଛନା

ତୁମେ ନାହଁ ସାଥି ଆଜି ଏଇ ରାତି ଏକା ଏକା ଭଲ ଲାଗେନା

କାମନା ର ରାଗିଣୀ ରେ ସୁର ର ଝଁକାର ତୋଳେ।

ଶୀତଳ ପବନ ବୋହି ଶିହରଣ ତନୁମନ କାମନା ବେପଥୁ ଆଣେ।


ହୃଦୟ ର କାଗଜରେ ପ୍ରେମର ଗୀତି କବିତା 

ପ୍ରେମ ର ରାଗିଣୀ ତୋଳେ

ବୀରହିଣୀ ରାଧା ସାଜେ ।

କାହା ପାଇଁ କାହା ପାଇଁ ।

କାହା ପଥ ଚାହିଁ ରୁହେ

ଅଭିସାରେ


ରତି ସୁଖ ସାରେ ଗତମ୍ ଅଭିସାରେ ମଦନ ମନୋହର ବେଶମ୍ ବିଗଳିତ ବସନମ୍ ପରିହୃତ ରସନମ୍ ଘଟୟ ଜଘନ ଅପିଧାନମ୍ ।


ନିଦ ଭରା ରାତି ମଧୁଭରା ଜହ୍ନ ଫିକା ଫିକା ଏଇ ଜୋଛନା

ତୁମେ ନାହଁ ସାଥି ଆଜି ଏଇ ରାତି ଏକା ଏକା ଭଲ ଲାଗେନା

ରାତ୍ରି ର ନିର୍ଜନ ପ୍ରହରେ ଚାହିଁ ରୁହେ କାହା ପଥ ବୀରହିଣୀ ସାଜି?

ହେ ମାଧବ! ହେ ଗୋପାଳ ! ନାରାୟଣ, କୃଷ୍ନ ! କେବେ ହେବ ମିଳନ ର ରାତି କେବେ ହେବ 

କାମନା ର ମୁକ୍ତି । 

ଶେଷ ପ୍ରତିକ୍ଷା ର ରାତି ।


ଚାହିଁ ରୁହେ କାହା ପଥ ରାଧା ବୀରହିଣୀ 


ସାଜି? ଅଭିସାରେ



Rate this content
Log in

Similar oriya poem from Romance