ବିବାହ ବନ୍ଧନ
ବିବାହ ବନ୍ଧନ
ପ୍ରେମ ଦୁଇ ମନର ମିଳନ l
ଭାବ ର ଦିଅ ନିଆ l
ମୋର ସାନିଧ୍ୟ ପାଇବା ଲାଗି ମତେ ତୁମ ଅନୁଶାସନ ରେ ବାନ୍ଧିନେବl ପ୍ରେମ ନୁହେଁ
ଯୋରଜବରଦସ୍ତ ଯଦି ପ୍ରେମ ହୁଏ ତେବେ ସ୍ୱାଭୀମାନ କଣ ତୁମେ ତା ଜlଣ l
ଅବଳା ନାରୀ ଭାବିନେବାର ଯୋଉ ଅlନନ୍ଦ l
ମୋତେ ପରାଜିତ କରିବାର ଇଛା
ତେବେ ଧର୍ମରlଜ ଯୁଧିଷ୍ଠିର
ପ୍ରତାରଣା କେଉଁ ଧର୍ମ ର ବାଖ୍ୟlକର ଏବେ l
ଛଳନା ତୁମ ଠୁ ହିଁ ଜାତ l
ଦ୍ରୌପଦୀ ର କେଶ ଧରି ଟାଣିବାରେ
ତୁମେ ସେ ନଗ୍ନ ଛବି
ଦୁନିଆ କୁ ଦେଖେଇବାରେ
ନ୍ୟାୟ ଧର୍ମ କିଛି ବି ଜlଣନା
ପାପ ପୁଣ୍ୟ, ସ୍ତ୍ରୀ ଧନ ସମ୍ପତ୍ତି ନୁହେଁ l
ସ୍ତ୍ରୀ କୁ ଦାସୀ କରି ବିକି ଦେବାରେ
ଲଜ୍ୟା ବା ସଂକୋଚ ନାହିଁ l
ଏତେ କାପୁରୁଷ ବାହlସ୍ଫୋଟ
ଦ୍ରୌପଦୀ ଲାଞ୍ଚିତା l
ତାର ସ୍ୱାଭିମାନ ଫେରିପାଇଛି କି ସେ?
ନାରୀଲାଗି ମହାଭାରତ ଯୁଦ୍ଧ ର ଘୋଷଣା l
ଲାଞ୍ଚନା ର ସୀମା ଟପି
ଏକ ନାରୀ ସ୍ୱାଭିମାନ ସ୍ୱର ତଳେ l
ତାରବିତ ସହିବାର ସୀମା ଟପିଗଲା l
ମହାଭାରତ ଯୁଦ୍ଧର ଘୋଷଣା କଲା l
ସେଥି ପାଇଁ ଦାୟୀ କିଏ?
ତୁମ ଭୀରୁତା ନା ଦ୍ରୌପଦୀର ପ୍ରତିହିଂସା ପ୍ରତିଶୋଧ ପରାୟଣ ମନ l
ହସ୍ତିନା ପୁରରେ ମୃତ୍ୟୁର ତାଣ୍ଡବ ଲୀଳା l
ଶ୍ମଶାନ ଭୂଇଁ ରେ ଶହ ଶହ ଶବ ର ସମାହlର l
ସେଥି ଲାଗି ଦାୟୀ କିଏ?
ଦ୍ରୌପଦୀ ର ପାଞ୍ଚ ପୁତ୍ର ମୃତ
ଅଭିମନ୍ୟୁ ସହ l
ନାରୀଲାଗି ମହାଭାରତ ଯୁଦ୍ଧ ର ଘୋଷଣା l
ବଳାତ୍କାର କୋଉ ଘୃଣ୍ୟ ଶବ୍ଦ l
ଧର୍ମପ୍ରତିଷ୍ଠା ଲାଗି ନାରୀ କୁ ନିଆଁ ରେ ଚଢାଇ କେଉଁ ମାନ ଯଶ ପାଇଲ ବା ତୁମେ l
ନାରାୟଣ ମର୍ଯ୍ୟାଦାର ଚାରୀ ସୀମା କାଟି ସୀତା ରାବଣ ର ଅକ୍ତିଆର ହେଲେ ଦ୍ରୌପଦୀ ଦୁଃସାଶନ ହାତେ ବଳାତ୍କାର ହେଲେ l
ଅହଲ୍ୟା ବନିଲେ ପାଷାଣ ଶୀଳା ଖଣ୍ଡ ପୁଣି l
ବାରମ୍ବାର ସୀତା ନିଆଁ ରେ ଜଳିଲେ ଦ୍ରୌପଦୀ ଜଳିଲେ ବିଦ୍ରୋହ ର ନିଆଁ ରେ l
ଯଦି ସହିନେଵା ନାରୀ ଧର୍ମ ତେବେ ତ ଯୁଦ୍ଧ ଆବଶ୍ୟମ୍ଭାବି କିଏ ବି ମରୁ l
ପିତାମହ ଭୀଷ୍ମ ଶରଶଯ୍ୟା
ରେ ଶୂଳବିଦ୍ଧ କ୍ଷତାକ୍ତ l
ହେ ମାଧବ ତୁମେ ଦେଖିପାରିବ
ନାରୀ କୁ ନେଇ ଆଉ ଏକ ଯୁଦ୍ଧ l
ତୁମେ କର ଧର୍ମ ରକ୍ଷା l
ଧର୍ମ ପ୍ରତିଷ୍ଠା ର ପରାକାଷ୍ଠା ସତୀତ୍ଵ ର ଦ୍ୱାହି ଦେଇ l
ସତୀତ୍ୱ ର ପରାକାଷ୍ଠା ତୁମେ ତ ଦେଖାଅ
ନାରୀ ତୁମ ଅନ୍ତର୍ଶକ୍ତି ନାରୀସ୍ୱରୂପିଣୀ
ଧର୍ମ ପ୍ରତିଷ୍ଠା ର ପ୍ରତିଶୃତି ପୁଣି ଥରେ
ତୁମେ ଦେଖିବ ନାରୀ ର ଜ୍ୱଳନ
ନାରୀ ର ଅନ୍ତରଦାହ ଜ୍ୱଳନ
ନିଆଁ ରେ ଜଳାଇ ଶୁଳୀରେ ଚଢାଇ
ପୁଣି ଏକ ଧର୍ମ ଯୁଦ୍ଧ l
ନାରୀ ତୁମ ଅନ୍ତର୍ଶକ୍ତି ନାରୀସ୍ୱରୂପିଣୀ
ଧର୍ମ ପ୍ରତିଷ୍ଠା ର ପ୍ରତିଶୃତି ପୁଣି ଥରେ ସତୀତ୍ୱ ର ପରାକାଷ୍ଠା ତୁମେ ତ ଦେଖାଅ ନାରୀ ର ଅନ୍ତରଦାହ ଜ୍ୱଳନ l
