STORYMIRROR

Indira Mishra

Abstract Romance Fantasy

2  

Indira Mishra

Abstract Romance Fantasy

ଜହ୍ନ

ଜହ୍ନ

1 min
60

କାହିଁ ଛୁପି ଗଲା ନବ ବଧୂ ରୂପ ବାସୀ ବାସ ରାତି ଜହ୍ନ

ମଳୀନ ଵାସୀ ତାରାଫୁଲ ଆକାଶ ଗଙ୍ଗାରେ ଲୁଚିଗଲେ ତଂବ୍ରା ତୁଟିଲା ପରି

ରାତ୍ରୀର ଗର୍ଭରେ ସବୁ ଵିସ୍ମୃତି ହୁଏ ମାୟା ମରୀଚିକା ପରି

ଅନ୍ଧାର ସମ୍ମୋହନ ନିଦ୍ରା ଚେତନା ବିସ୍ମୃତି

ଉଷାର ଝିଲ୍ ମିଲ୍ ଆଲୁଅ ସୁନେଲୀ ପ୍ରଭା ପୁଣି ଆଣେ ନୂତନ ଉନ୍ମାଦନା ନୂତନ ଜୀବନ ନୂଆ ସଞିବନୀ ମନ୍ତ୍ର ପରି ସୁପ୍ରଭାତ ଜୀବନ,

ଅନ୍ଧାର ଓ ଆଲୁଅର ଖେଳ। 

ଚନ୍ଦ୍ରମା ଓ ଉଷାର ଶୀତଳ ଆଲୁଅ ସହିତ ଅନ୍ଧାର ଓ ଆଲୁଅର ଖେଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract