Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Indira Mishra

Classics

2  

Indira Mishra

Classics

ମୁକ୍ତି

ମୁକ୍ତି

1 min
85


ମୁକ୍ତି ଏକ ଆଶା ବନ୍ଧ୍ଯାର ଗର୍ଭରୁ ହେଉ ବା

ବନ୍ଦୀର ଗର୍ଭରୁ....

ମା ତାର ନବଜାତ ଶିଶୁ ର ଅପେକ୍ଷାରେ ।

ଈଶ୍ବର ଆବିର୍ଭାବ ହେଲେ ନୁଆ ରୂପେ । 


ମୁକ୍ତିର ସନ୍ଧାନ ନେଇ ଦେବକୀ ଗର୍ଭରୁ ଅଷ୍ଟମ ଗର୍ଭ ।

ଅନ୍ଧାରକୁ ଚିରି ନୂତନ ଆଲୋକ ର ଆବିର୍ଭାବ l


ଦୈବୀ ଶକ୍ତିର ସଂକେତ ଜନ୍ମାଷ୍ଟମୀ ଦିନ।

ପୁଣି ଏକ ଆଶା ଜନ୍ମନେବ ଦେବକୀ ଗର୍ଭରୁ

କୃଷ୍ଣ କାଳ ଅନ୍ଧାରକୁ ଚିରି । 

ସବୁ ଶୃଙ୍ଖଳା ଶିକୁଳିରୁ ମୁକ୍ତି ।

ସୃଷ୍ଟିର ଆରମ୍ଭ ଓ ଶେଷ ପର୍ଯ୍ୟନ୍ତ ।

କୃଷ୍ଣ ଜନ୍ମ ସମସ୍ତ କଷ୍ଟରୁ ମୁକ୍ତି ।

ଅନବଦ୍ଯ ଶକ୍ତିର ସମ୍ଭାର ।


ସୃଷ୍ଟି ଓ ସଂଘାର ଆଣିଦେବ ମୁକ୍ତି ।

ମା ଦୁର୍ଗାଙ୍କର ଦୈବୀ ବାଣୀ ଚେତାବନୀ


ଦେବକୀର ଅଷ୍ଟମ ସନ୍ତାନ ବଢୁଛି ଗୋପପୁରେ ଦେବକୀ ଗର୍ଭରୁ,,


କୃଷ୍ଣ ରୂପେ କାଳ ଅନ୍ଧାରକୁ ଚିରି ବନ୍ଧ୍ଯା ଓ ବନ୍ଦୀର ଗର୍ଭରୁ....

ଆଣିଦେବ ସବୁ ଶୃଙ୍ଖଳା ଓ ଶିକୁଳିରୁ ମୁକ୍ତି ।

ଚିରନ୍ତନ ସତ୍ୟ ବିଧିର ବିଧାନ ।

କୃଷ୍ଣ କାଳ ଅନ୍ଧାରକୁ ଚିରି । 

ସବୁ ଶୃଙ୍ଖଳା ଶିକୁଳିରୁ ମୁକ୍ତି ।


Rate this content
Log in

Similar oriya poem from Classics