ସମ୍ପର୍କ
ସମ୍ପର୍କ


ସମ୍ପର୍କ ଦୁଇଟି ମନର,,,
ସମ୍ମୋହନ ଆତ୍ମ ସମର୍ପଣ,, ଆତ୍ମ ନିବେଦନ,,
ଆସକ୍ତି ପାଇବାର ଇଛା ନୁହେଁ ।
ଅକ୍ତିଆର କରିବାର ପ୍ରବଳ ଇଛା ନୁହେଁ ।
ପ୍ରାପ୍ତି ପ୍ରାପ୍ତି ପାଇବାର କାମନା ନୁହେଁ ।
ଅଦମ୍ଯ ପିପାସା ନୁହେଁ ।
ସମ୍ପର୍କ ଦୁଇଟି ମନର ।
ମିଳନ ଦୁଇଟି ଆତ୍ମାର l
ଶାଶ୍ଵତ ଚିରନ୍ତନ କୃଷ୍ଣ ରାଧା ପ୍ରେମ।
ମଧୂର ବୀରହ ବଂଶୀ ଧ୍ବନି,,,
ଆଉ ବୀରହିଣୀ ରାଧା ।
ମିଳନ ଏକ ଶାଶ୍ଵତ ପ୍ରେମର
ସାନ୍ନିଧ୍ୟ ଶରୀରର ନୁହେଁ ।
ଆତ୍ମା ର ବେଦନା ହୃଦୟ ର।