Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Indira Mishra

Classics

2  

Indira Mishra

Classics

ସମ୍ପର୍କ

ସମ୍ପର୍କ

1 min
95


ସମ୍ପର୍କ ଦୁଇଟି ମନର,,,

ସମ୍ମୋହନ ଆତ୍ମ ସମର୍ପଣ,, ଆତ୍ମ ନିବେଦନ,,

ଆସକ୍ତି ପାଇବାର ଇଛା ନୁହେଁ ।

ଅକ୍ତିଆର କରିବାର ପ୍ରବଳ ଇଛା ନୁହେଁ ।

ପ୍ରାପ୍ତି ପ୍ରାପ୍ତି ପାଇବାର କାମନା ନୁହେଁ ।

ଅଦମ୍ଯ ପିପାସା ନୁହେଁ ।

ସମ୍ପର୍କ ଦୁଇଟି ମନର ।

ମିଳନ ଦୁଇଟି ଆତ୍ମାର l

ଶାଶ୍ଵତ ଚିରନ୍ତନ କୃଷ୍ଣ ରାଧା ପ୍ରେମ।

ମଧୂର ବୀରହ ବଂଶୀ ଧ୍ବନି,,,

ଆଉ ବୀରହିଣୀ ରାଧା ।

ମିଳନ ଏକ ଶାଶ୍ଵତ ପ୍ରେମର

ସାନ୍ନିଧ୍ୟ ଶରୀରର ନୁହେଁ ।

ଆତ୍ମା ର ବେଦନା ହୃଦୟ ର।


Rate this content
Log in