Audio

Forum

Read

Contests

Language


Write

Sign in
Wohoo!,
Dear user,
ଠିକ୍ ଜାଣିଛି
ଠିକ୍ ଜାଣିଛି
★★★★★

© Pramila Sahoo

Abstract

1 Minutes   7.0K    5


Content Ranking

ଠିକ୍ ଜାଣିଛି

ମୋ ଜୀବନ ତ

ଅଲେଖା କାଗଜ

ନା ଆରମ୍ଭ ନା ଶେଷ

ବାସ୍ ଦୁଃଖର ପାହାଡ଼

ନା ଅଛି ସୌନ୍ଦର୍ଯ୍ୟ

ନା ଅଛି କିଏ ନିଜର

ଯେମିତି ପତ୍ର ଝଡା ଜଙ୍ଗଲ

ପକ୍ଷୀ ବି ଆସେ ନାହିଁ

କେବେ ଡାଳରେ ବସିବା ପାଇଁ

ସେମିତି ଏ ଜୀବନ

ବାସ୍ ଇଚ୍ଛାରେ ହସେ କାନ୍ଦେ

କେହି ନାହିଁ ନିଜର

କହିବାକୁ ଆହାଃ ପଦେ....

ଜୀବନ ଜଙ୍ଗଲ କାଗଜ

Rate the content


Originality
Flow
Language
Cover design

Comments

Post


Some text some message..