Audio

Forum

Read

Contests

Language


Write

Sign in
Wohoo!,
Dear user,
ଶୁଭ ସକାଳର ସାରସ୍ୱତ ପ୍ରଣାମ
ଶୁଭ ସକାଳର ସାରସ୍ୱତ ପ୍ରଣାମ
★★★★★

© Tapan Dixit

Inspirational Others Abstract

1 Minutes   6.7K    3


Content Ranking

ପ୍ରୀତି ନୈବେଦ୍ୟ ......

ତୁମ ପଦଚିହ୍ନ 

ଘାସ ଗାଲିଚାରେ 

ଅଳତାର ରଙ୍ଗ 

କାକର ବୁନ୍ଦାରେ ,

ନିଶ୍ୱାସ ଚୋରାଏ 

ମହକ ଧୁପର

ହେଲେ ଜାଗେ ନାହିଁ 

ଭକ୍ତି ଭାବନାର 

କିପରି ଏ ବିଡମ୍ବନା ..?

ସୁପ୍ରଭାତେ ଆଜି ତୁମରି ପ୍ରେମରେ 

‘ବେଳା’ ଆଜି ଆନମନା …

ଭୁଲି କାଳିଆକୁ ତୁଳସୀ ଦୟଣା 

ତେଜି ଭକ୍ତି ଆରାଧନା .... ।।

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ

କାଳିଆ ଭକ୍ତି ସୁପ୍ରଭାତ ଜୟ ଜଗନ୍ନାଥ

Rate the content


Originality
Flow
Language
Cover design

Comments

Post


Some text some message..