ତୁମେ
ତୁମେ
ତୁମେ ଅମାନିଆ ଅଜଣା ସ୍ବପ୍ନଟେ
ଦେଖିବାକୁ ଖୋଜେ ରାତି
ଦିନ ଆଲୁଅରେ ଦେଖିନି ଥରଟେ
ଲୁଚିଯାଅ ଦେଇ ପ୍ରୀତି ।
ଯେବେ ଭାବିଦେଲି,ପାଇଗଲି ବୋଲି
ପର କରିଦିଅ ମୋତେ
ଅନ୍ଧାର ଜୀବନେ,ସାଜିଛ ଦୀପାଳି
ସତ ଦେଖିନାହଁ ନେତେ ।
ତୁମେ ଅମାନିଆ ଅଜଣା ସ୍ବପ୍ନଟେ
ଦେଖିବାକୁ ଖୋଜେ ରାତି
ଦିନ ଆଲୁଅରେ ଦେଖିନି ଥରଟେ
ଲୁଚିଯାଅ ଦେଇ ପ୍ରୀତି ।
ଯେବେ ଭାବିଦେଲି,ପାଇଗଲି ବୋଲି
ପର କରିଦିଅ ମୋତେ
ଅନ୍ଧାର ଜୀବନେ,ସାଜିଛ ଦୀପାଳି
ସତ ଦେଖିନାହଁ ନେତେ ।