Arabinda Mishra
Tragedy
କିଏ କାହାର,ମନ ମୋହର
ଆକର୍ଷଣ ମିଛ ବାର୍ତ୍ତା
ଅନେକ ଦୂୂର,ମିଛ ସହର
ହୃଦୟରରେ ତୁମ ସତ୍ତା ।
ଖୋଜି ପାାଇନି,ଭିିିଜି ଖୋଜିନି
କିଣିନାହଁ ତୁମେ ମୋତେ
ଏକା ହେଇନି,ସଖି ଭୁଲୁନି
ଜାଣନାହିଁ ଲାଗେ ସତେ ।
ସଖି
ମିଠା ଅତୀତ
ତୁମେ ଆଉ ମୁଁ
ତୁମ ବିନା
ତୁମେ
କାହିଁ ମନ ମାନୁନି ? କାହିଁ ମନ ମାନୁନି ?
ଭାରତ ମାଆର ପଣତରେ ଆମେ ସବୁଜିମା ଭରିଦେବା କୋଣେ ଅନୁକୋଣେ ପବିତ୍ର ମନ୍ତ୍ରର ସ୍ପୁରଣ ଯେ କରାଇବା । ଭାରତ ମାଆର ପଣତରେ ଆମେ ସବୁଜିମା ଭରିଦେବା କୋଣେ ଅନୁକୋଣେ ପବିତ୍ର ମନ୍ତ୍ରର ସ୍ପୁରଣ...
ବାହାନଗା ମାଟି ଗୁମୁରି କାନ୍ଦୁଛି ଦେହରେ ତା ରକ୍ତ ଛିଟା ଶାନ୍ତ କାନ୍ତ ତାର ପରିବେଶ ଆଜି ଦେଖେ କେତେ ହଟ ହଟା... ବାହାନଗା ମାଟି ଗୁମୁରି କାନ୍ଦୁଛି ଦେହରେ ତା ରକ୍ତ ଛିଟା ଶାନ୍ତ କାନ୍ତ ତାର ପରିବେଶ ଆଜି...
ହାତ ଗୋଡ଼ ଥିଲେ ଜୀବନ ବଂଚିବ ସଂସାର ଚାଲିବ ଏଥିରେ ସନ୍ଦେହ ନାହିଁ।। ହାତ ଗୋଡ଼ ଥିଲେ ଜୀବନ ବଂଚିବ ସଂସାର ଚାଲିବ ଏଥିରେ ସନ୍ଦେହ ନାହିଁ।।
ନିଜ ଗାଆଁ ମାଟିରେ ଥାଇ ତାଙ୍କୁ କାମ ମିଳିବ। ନିଜ ଗାଆଁ ମାଟିରେ ଥାଇ ତାଙ୍କୁ କାମ ମିଳିବ।
ଜାଣିବ ବା ସିଏ କାହୁଁ ଜାଣିବ ବା ସିଏ କାହୁଁ
ଅସୁରକ୍ଷିତ ନାରୀ। ଅସୁରକ୍ଷିତ ନାରୀ।
ଫେରାର ମୌସୁମୀ ଫେରାର ମୌସୁମୀ
ତୋ'ବିନା ସଂସାର ମିଛ ମରୀଚିକା ସବୁକିଛି ଲାଗେ ମୋତେ ବିଷ । ତୋ'ବିନା ସଂସାର ମିଛ ମରୀଚିକା ସବୁକିଛି ଲାଗେ ମୋତେ ବିଷ ।
ରଜରେ ସିନେମା ନୂଆ ନୁନ୍ ସୋ ଭିଡ ତ୍ରିଶୁଳିଆ ନୂଆ ପୋଲ ବହେ ପ୍ରେମ ଝଡ ଗଣେଶ ପୂଜାରୁ ଆରମ୍ଭ ପାର୍ବଣର ଋତୁ ପ... ରଜରେ ସିନେମା ନୂଆ ନୁନ୍ ସୋ ଭିଡ ତ୍ରିଶୁଳିଆ ନୂଆ ପୋଲ ବହେ ପ୍ରେମ ଝଡ ଗଣେଶ ପୂଜାରୁ ଆରମ...
ପ୍ରକମ୍ପିତ ପାପ, କିଛି କ୍ଷତ ବିକ୍ଷତ ଯନ୍ତ୍ରଣାର ତୃପ୍ତ ମନୋରଥ, ବିକ୍ଷିପ୍ତ ଜୀବନର ଶୋଭାଯାତ୍ରା, ତ୍ରସ୍ତ ସ... ପ୍ରକମ୍ପିତ ପାପ, କିଛି କ୍ଷତ ବିକ୍ଷତ ଯନ୍ତ୍ରଣାର ତୃପ୍ତ ମନୋରଥ, ବିକ୍ଷିପ୍ତ ଜୀବନର ଶୋଭ...
ଅଲିଅଳି ଝିଅଟିର ଆଶା ସବୁ ହୋଇଗଲା ପଣ୍ଡ । ଗୁମୁରି ଗୁମୁରି ଘରକୋଣେ ଢାଳେ ଲୁହ ପୋଛିବାକୁ ନଥିଲେକେ.. ଅଲିଅଳି ଝିଅଟିର ଆଶା ସବୁ ହୋଇଗଲା ପଣ୍ଡ । ଗୁମୁରି ଗୁମୁରି ଘରକୋଣେ ଢାଳେ ଲୁହ ପୋଛିବାକ...
ମନ୍ଦିର ରେ ଶୁଭେ ନାହିଁ ଘଣ୍ଟ ପୋଖରୀ ରେ ନାହିଁ ଜଳ କେଳୀ ଚଇତ୍ର ରେ ନାଚେ ନାହିଁ ଘୋଡା ଗାଁ ମୁଣ୍ଡେ ନାହିଁ ... ମନ୍ଦିର ରେ ଶୁଭେ ନାହିଁ ଘଣ୍ଟ ପୋଖରୀ ରେ ନାହିଁ ଜଳ କେଳୀ ଚଇତ୍ର ରେ ନାଚେ ନାହିଁ ଘୋଡା ...
ଚିରା ଉଦର ଖେତେଉଥିଲା ସ୍ବପ୍ନମାନଙ୍କୁ ଆଉ ନିଃସନ୍ତାନ ହେବାର ଭୟ ଖେତେଉଥିଲା ଅଭାଗିନୀ ନାରୀଟିକୁ। ଚିରା ଉଦର ଖେତେଉଥିଲା ସ୍ବପ୍ନମାନଙ୍କୁ ଆଉ ନିଃସନ୍ତାନ ହେବାର ଭୟ ଖେତେଉଥିଲା ଅଭାଗିନୀ ନାର...
ମୁଦ୍ରିତ ନୟନେ ସପନ ରାଇଜେ ସ୍ୱପ୍ନ ସୌଦାଗର ଆସେ, ପରୀକ୍ଷାର ବେଳ ଘନେଇ ଆସୁଛି ବସି କହେ ତାର ପାଶେ । ମୁଦ୍ରିତ ନୟନେ ସପନ ରାଇଜେ ସ୍ୱପ୍ନ ସୌଦାଗର ଆସେ, ପରୀକ୍ଷାର ବେଳ ଘନେଇ ଆସୁଛି ବସି କ...
କଳୁଷ କାଳିମା ରଖିଛି ଧିକ୍କାରି ଶକ୍ତି କରେ ସାମଭଗ୍ନ ଊର୍ଦ୍ଧ୍ୱଗ ଆତ୍ମାର ହୁଅ ଅଧିକାରୀ ଋ... କଳୁଷ କାଳିମା ରଖିଛି ଧିକ୍କାରି ଶକ୍ତି କରେ ସାମଭଗ୍ନ ଊର୍ଦ୍ଧ୍ୱଗ ଆତ୍ମାର ...
ଜଗୁନି କହିଲା "ଶୁଖିଲାରେ ଏତେ ପେମ କିଆଁ କିଲୋ ଦାଦି? କାମ ନ'କଲେ ପାଆଞ୍ଚେ ମିଳିବ ? ଥିବ କିଛି କାରସାଦି ।" ଜଗୁନି କହିଲା "ଶୁଖିଲାରେ ଏତେ ପେମ କିଆଁ କିଲୋ ଦାଦି? କାମ ନ'କଲେ ପାଆଞ୍ଚେ ମିଳିବ ? ଥିବ କ...
ବିକୃତ ମାନସିକତାର ଶିକାର ଅମଡାବାଟର ଯେତେ ସବୁ ପଥିକ କେବଳ କହିବାରେ କଥାଟିଏ ହୋଇ ରହିଯାଏ ପ୍ରେମ , ଶାଶ୍ୱତ, ସତ... ବିକୃତ ମାନସିକତାର ଶିକାର ଅମଡାବାଟର ଯେତେ ସବୁ ପଥିକ କେବଳ କହିବାରେ କଥାଟିଏ ହୋଇ ରହିଯାଏ ...
କନ୍ଧମାଳ ଝିଅ ସାହା ଟିକେ ଦିଅ କେତେ ବା କହିବି ଆଉ ଘରେ ନାହିଁ ଜାଉ କୋଇଲିକି ଖାଉ ମରେନି ଭୋକର ଦା... କନ୍ଧମାଳ ଝିଅ ସାହା ଟିକେ ଦିଅ କେତେ ବା କହିବି ଆଉ ଘରେ ନାହିଁ ଜାଉ କୋଇଲିକି ଖାଉ...
ହେଉନାହିଁ ଘୋଷା ଚଷା ଅବା ଯୋଷା ଦୁଃଖୀ ମୂଲିଆଙ୍କ ସୁରେ, ଭାବାବେଶ ଆଉ ଖୋଜିଲେ କି ପାଉ ହଜିଲାଣି କାହିଁ ଦୂରେ । ହେଉନାହିଁ ଘୋଷା ଚଷା ଅବା ଯୋଷା ଦୁଃଖୀ ମୂଲିଆଙ୍କ ସୁରେ, ଭାବାବେଶ ଆଉ ଖୋଜିଲେ କି ପାଉ ହଜ...