STORYMIRROR

Balaram Pati

Tragedy Inspirational

3  

Balaram Pati

Tragedy Inspirational

ଶେଷ ଜୀବନ

ଶେଷ ଜୀବନ

1 min
193

ଜୀବନ କାଳ ବାହୁଡ଼ା ବେଳ 

ଲୋଭରେ ପଡ଼ି ଛାର ଖାର 

ଖୋଜେ ସେ ଆଶା ବଞ୍ଚିବା ନିଶା 

ନିମିଷେ କୁହେ କଠୋର ଭାଷା 

ଲଢେଇ କରେ ଶେଷ ପାହାଚେ 

ଭୁଲେଇ ନିଏ ସଭିଙ୍କୁ ସିଏ 

କଣ ଜୀବନ ଏମିତି ହୁଏ 

ଖଣିରେ ପୁଣି ବଦଳି ଯାଏ 

ଥିଲା ଦିନେ ମଉଡ଼ମଣି 

ଆଜି ସିଏ ଅଲୋଡା ପୁଣି 

ଖାଇବା ପିଇବା ଅସାର ଥିଲା 

ଏବେ କିନ୍ତୁ ସବୁ ସାରିଲା 

ପ୍ରତୀକ୍ଷା କରି ଦିନ ଗଣତି 

ଆଗ ପରି ସେ ନାହିଁ ପୀରତି 

ହୁଏ ସେ ପ୍ରେମୀ ପ୍ରବଳ 

ଜୀବନ ପ୍ରେମ ସେହି ତାହାର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy