STORYMIRROR

Balaram Pati

Others

2  

Balaram Pati

Others

ଏ ମାଟିରେ କାହିଁକି

ଏ ମାଟିରେ କାହିଁକି

1 min
45

ଜନ୍ମ ମରଣ ଭୟ ଥାଇ ମଧ୍ୟ ଜନ୍ମ ନେଇଛି ଏଇଠି 

              ଏ ମାଟିରେ କାହିଁକି?

ଅତୀତ ରୁ ଏବେ ଯାଏଁ କଳା ଓ ସଂସ୍କୃତି ଯେଉଁଠି 

               ଏ ମାଟିରେ କାହିଁକି ?

ଓଷା ବ୍ରତର ପିିିଠା ପର୍ବର ପର୍ବାଣି ଯେଉଁଠି 

               ଏ ମାଟିରେ କାହିଁକି ?



Rate this content
Log in