STORYMIRROR

Arabinda Mishra

Romance Tragedy

2  

Arabinda Mishra

Romance Tragedy

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
112

ତୁମେ ଆଉ ମୁଁ

କିଏ କାହାର ନୁହେଁ ସତ

ଫରକ କିନ୍ତୁ;

ତୁମେ ମୋର ନୁହଁ

ମୁଁ ତୁମର ହେଇ ରହିଥିବି, ,,


ଲିଭେଇ ପାରୁନଥିବା କାଳିରେ

ଲେଖିଲା ବେଳେ,

ମନା କରି ଦେଇନଥାନ୍ତ 

ଆଙ୍କି ଦେଇଥାନ୍ତି ମିଛ ରଙ୍ଗରେ

ଲିଭେଇବା ସହଜ ଭାବି ,,,,,

ବିଶ୍ବାସ କରିବାକୁ ଅନୁମତି ଦେଇ

ଦେଖିବାକୁ ଡାକିଲ

ଆକାଶରେ ସପ୍ତରଙ୍ଗର ଇନ୍ଦ୍ରଧନୁ,

ଏବେ କିନ୍ତୁ ଫାଙ୍କା ଆକାଶ

ଏକା ଅବଶୋଷ 

ବିରହ କିନ୍ତୁ କୁହେ 

ତୁମେ ଥିବ ମୁଁ ଥିବି.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Arabinda Mishra

ସଖି

ସଖି

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

Similar oriya poem from Romance