STORYMIRROR

Arabinda Mishra

Romance Others

4  

Arabinda Mishra

Romance Others

ମିଠା ଅତୀତ

ମିଠା ଅତୀତ

1 min
400

ଅନେକ ଦିନର, ଦଦରା ନାବରେ

ଅଦିନେ ପଡିଲା ପାଦ

ଅଭୁଲା ଅତୀତ, ଅଲିିିିିଭା ଦାଗରେ

ଆହୁଲା ମାରିଲା ନିଦ ।


ସପନ ଦେଖିଲି, ତୁମକୁ ପାଇଲି

ସେଦିନର ତୁମ ହାତ

ସହଜ ନଥିଲା, ବିରହ ରଙ୍ଗୋଲି

ସଜ ହେଲ କହି ମିତ ।


ପାରି କରିବାକୁ, ପର ହେଇଥିଲି

ପହଁରିବା ନୁହେଁ ଭାଗ୍ୟ

ପାଶୋରା ଦିନକୁ, ପାଖେ ପାଇଗଲେ

ପାଖେଇଛ ତୁମେ ଆଗ ।


ସ୍ମୃତି ସହରରେ, ମିଠ ଅତୀତ

ସହଜରେ ନୁହେଁ ପାରି

ସଖି ହୃଦୟରେ, ଅକ୍ଷୟ ପ୍ରତିତ

ସତ କରିିିିଦିଏ ଚୋରି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Arabinda Mishra

ସଖି

ସଖି

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

Similar oriya poem from Romance