STORYMIRROR

Arabinda Mishra

Drama Romance Others

3  

Arabinda Mishra

Drama Romance Others

ତୁମ ବିନା

ତୁମ ବିନା

1 min
242

ବିନା ବିରହରେ 

ପ୍ରେମର ମଜା ନାହିଁ 

ପ୍ରେମ କଣ ବୁଝେ ନାହିଁ 

ସେଥିପାଇଁତ ,ଜହ୍ନ ଲୁଚିଯାଏ

ବାଦଲର ଖୋଳପାରେ..


ସିଏ ହୃଦୟରେ 

ଆଖି ଖୋଲିବାର ନାହିଁ 

ପ୍ରୀତି ଦେଖେଇବାର ନାହିଁ 

ସେଥିଲାଗିତ,ମନ ବୁଝିଯାଏ

ଖୋଜି ନପାଇଲା ପରେ..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Arabinda Mishra

ସଖି

ସଖି

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

Similar oriya poem from Drama