Arabinda Mishra
Romance
କେମିତି ଲେଖିବି ତୁମକୁ ବୁଝେନି
ତୁମେ ମୋହର ସଖି
ତୁମ ବିନା କିଛିବି ଦିଶେନି
ତୁମପାଇଁ ମୁଁ ସୁଖି
କେମିତି ପାଇବି ତୁମକୁ ଜାଣେନି
ସପନ କେବଳ ସାହା
ରାତି ହେଇଗଲେ ନିଦକୁ ପାଏନି
କେମିତି ମିଳିବ ରାହା
ସଖି
ମିଠା ଅତୀତ
ତୁମେ ଆଉ ମୁଁ
ତୁମ ବିନା
ତୁମେ
ତୁମେ ମୋ ସପନ ବଣିକ ତୁମେ ମୋ ସପନ ବଣିକ
ଆଲୁଅର ଆରପାଖେ ଆଲୁଅର ଆରପାଖେ
ଶ୍ରାବଣ ରାତି ପ୍ରିୟାର ଚିଠି ଶ୍ରାବଣ ରାତି ପ୍ରିୟାର ଚିଠି
ସ୍ମୃତି ତମେ ସ୍ମୃତି ତମେ
ଦୁର୍ଗମ ଅତ୍ୟୁଚ୍ଚ ପର୍ବତ ଶିଖର ସର୍ବଦା ବରଫାଚ୍ଛନ୍ନ କରିବୁ ଶତ୍ରୁର ବଧ ପ୍ରତିରୋଧ ସଜଗତା ଅନୁକ୍ଷଣ ... ଦୁର୍ଗମ ଅତ୍ୟୁଚ୍ଚ ପର୍ବତ ଶିଖର ସର୍ବଦା ବରଫାଚ୍ଛନ୍ନ କରିବୁ ଶତ୍ରୁର ବଧ ପ୍ରତିରୋଧ ...
ଶରଦ ଚାନ୍ଦ ଶରଦ ଚାନ୍ଦ
ଶ୍ରୀରାଧା ପୁଛନ୍ତି ବାଜିବନି ବଂଶୀ ଥିବା ଯାଏ ମୋର କରେ ନିତି ରାଧେକୃଷ୍ଣ ଶୁଣିବି ଲୋ ସଖୀ ଶ୍ରୀରାଧା ପୁଛନ୍ତି ବାଜିବନି ବଂଶୀ ଥିବା ଯାଏ ମୋର କରେ ନିତି ରାଧେକୃଷ୍ଣ ଶୁଣିବି ...
ହୃଦୟରୁ ନେଇ ଆକାଶ ଛାତିରେ ଆଙ୍କିଦେବି ତୁମ ଛବି, ନୀଳ ଆକାଶର ନୀଳିମା ଭିତରେ ହୃଦୟରୁ ନେଇ ଆକାଶ ଛାତିରେ ଆଙ୍କିଦେବି ତୁମ ଛବି, ନୀଳ ଆକାଶର ନୀଳିମା ଭିତରେ
ଆ ରେ ସାଥି ଆ ଆ ରେ ସାଥି ଆ
ଶୀତରେ ଶୀତରେ ଶୀତରେ ଶୀତରେ
ରୋମାଣ୍ଟିକ ସ୍ମୃତି ରୋମାଣ୍ଟିକ ସ୍ମୃତି
ଅମର ଆମ ପ୍ରୀତି ଅମର ଆମ ପ୍ରୀତି
ମଥା ତୁମ ଖୋଜିଲାଣି ମଥା ତୁମ ଖୋଜିଲାଣି
ତୁମେ କଣ ସିଏ ତୁମେ କଣ ସିଏ
ଜାଣିଛି ଆସିବ ତୁମେ ମୋ ପାଇଁ ଆସିବ ତୁମେ ରହିଥିଲି ଅପେକ୍ଷା ରେ ରହିଛି ଅପେକ୍ଷା ରେ ରହିଥିବି ଅପେକ ଜାଣିଛି ଆସିବ ତୁମେ ମୋ ପାଇଁ ଆସିବ ତୁମେ ରହିଥିଲି ଅପେକ୍ଷା ରେ ରହିଛି ଅପେକ୍ଷା ରେ ...
ହୃଦୟର ଭାବନା, କି ଭୁଲ କଲି ହୃଦୟର ଭାବନା, କି ଭୁଲ କଲି
ସ୍ଥାୟୀ ନୁହଁ କିଛି ସଂସାରରେ ସତ୍ୟ କେବଳ ଏଠି ରଚନାତ୍ମକତା ସେ ସ୍ରଷ୍ଟାକୁ ଉବୁଟୁବୁ କରାଇ ଦିଏ ସ୍ଥାୟୀ ନୁହଁ କିଛି ସଂସାରରେ ସତ୍ୟ କେବଳ ଏଠି ରଚନାତ୍ମକତା ସେ ସ୍ରଷ୍ଟାକୁ ଉବୁଟୁବୁ କରା...
ମୋ ପ୍ରିୟା ଓଢ଼ଣା ତଳେ ମୋ ପ୍ରିୟା ଓଢ଼ଣା ତଳେ
ଜହ୍ନରେ ଲେଖିଛି ତୋହରି ନାଁ ଜହ୍ନରେ ଲେଖିଛି ତୋହରି ନାଁ
ରକ୍ତ ଗୋଲାପି ଓଠରୁ ତୁମର ମୁକୁତାର ଦନ୍ତପନ୍ତି ଦେଖି ଛୁଇଁଦେଲେ ନିଟୋଳ ଗଣ୍ଡ ଗୋ ଭରୁଥିଲା ହୃଦେ ରକ୍ତ ଗୋଲାପି ଓଠରୁ ତୁମର ମୁକୁତାର ଦନ୍ତପନ୍ତି ଦେଖି ଛୁଇଁଦେଲେ ନିଟୋଳ ଗଣ୍ଡ ଗୋ ଭରୁଥିଲା ହ...