STORYMIRROR

Arabinda Mishra

Others

3  

Arabinda Mishra

Others

ତୁମେ

ତୁମେ

1 min
12K

ମୁଁ ନିଶ୍ଚିନ୍ତରେ ବନ୍ଦୀ

ପ୍ରେମ ତୋଳିଥିବା

ଅଦୃଶ୍ୟ କାରାଗରେ,

କିଛି ଦେଖାଯାଏନି

କିଛି ଶୁଣାଯାଏନି

ସମୟ ସରିଯାଏ ଖୋଜିବାରେ..


ଏଇ ଦେଖ

ଆରମ୍ଭ ହେଉନଥିବା କାହାଣୀ

ସ୍ପଷ୍ଟ ହେଇଯାଏ ଅନ୍ତରାଳେ,

ଏକାନ୍ତରେ ଏକତା କଣ ଯେ

ତୁମେ ନଥାଇ ଥିଲା ପରି

ଅଜଣା ଲାଗ ଜାଣିଲା ପରି

ମୁଁ କିନ୍ତୁ ଖୋଜୁଥାଏ

ସଞ୍ଜ,ସକାଳେ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Arabinda Mishra

ସଖି

ସଖି

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ