STORYMIRROR

Arabinda Mishra

Abstract

2  

Arabinda Mishra

Abstract

ତୁମେ

ତୁମେ

1 min
180

ତୁମେ ମୋର 

କହିବା ସହଜ ବୋଲି 

କହିନି ଏଯାଏଁ, 

ବିଶ୍ବାସ କର

ମୁଁ ତୁମର ହେଇସାରିଛି

ଜୀବନ ଥିବା ଯାଏଁ

ତୁମେ ଚିଲିକା ପରି ସୁନ୍ଦର

ହେଲେ ଚିଲିକା ନୁହେଁ 

ମୁଁ ବାରମାସି ପକ୍ଷୀ,

ତୁମେ ଫୁଲେଇ ହେଇପାର

କିନ୍ତୁ ଫୁଲ ନୁହେଁ 

ମହକ କରିଦିଏ ଦୁଃଖି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Arabinda Mishra

ସଖି

ସଖି

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

Similar oriya poem from Abstract