Arabinda Mishra
Abstract
କେମିତି ପଢିବି ନଥିବା ଶବ୍ଦ
କୋଉଠି ହଜିଛି ଅକ୍ଷର
ତୁମେ ଲୁଚିଯାଅ ଧରିକି ଗଦ
ପ୍ରେମରେ ହେଇନି ସ୍ବାକ୍ଷର
କଥା କହିପାରେ,ନୁହେଁ ମୁ ଅନ୍ଧ
ଅଚିହ୍ନା ଲାଗୁନି ସ୍ବର
ଦୁଃଖ ସହିପାରେ,ନଭାଙ୍ଗି ବନ୍ଧ
କିପରି କହିବି ନିଜର
ସଖି
ମିଠା ଅତୀତ
ତୁମେ ଆଉ ମୁଁ
ତୁମ ବିନା
ତୁମେ
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
କିନ୍ନର ର ଅଭିବ୍ୟକ୍ତି କିନ୍ନର ର ଅଭିବ୍ୟକ୍ତି
ଈର୍ଷା ଈର୍ଷା
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ମନେ ପଡେ କର୍ମପଥେ ମନେ ପଡେ କର୍ମପଥେ
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ସ୍ଵାଗତ ନବ ସକାଳର ସ୍ଵାଗତ ନବ ସକାଳର
ପୁତ୍ରର ବିଳାପ ପୁତ୍ରର ବିଳାପ
ବସି ଖାଇଲେ ନ ବାଲି ସରେ ଏହା ଯେ ସତ୍ୟ ଭୁଲି ଯାଅ ନାହିଁ ଜୀବନର ଲକ୍ଷ୍ୟ।। ବସି ଖାଇଲେ ନ ବାଲି ସରେ ଏହା ଯେ ସତ୍ୟ ଭୁଲି ଯାଅ ନାହିଁ ଜୀବନର ଲକ୍ଷ୍ୟ।।
ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।। ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।।
ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି । ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି ।
ସଭା ଓ ଆଲୋଚନା କରି ସଚେତନ କଲେ ହୁଏତ ଏ ଅବସ୍ଥାର କିଛି ପରିବର୍ତ୍ତନ ହେବ। ସଭା ଓ ଆଲୋଚନା କରି ସଚେତନ କଲେ ହୁଏତ ଏ ଅବସ୍ଥାର କିଛି ପରିବର୍ତ୍ତନ ହେବ।
କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।। କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।।
ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।। ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।।
ସତ୍ୟ ବଚନ ସତ୍ୟ ବଚନ
କବି କବି
ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ ! ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ !
ଭକତି କୁସୁମାଂଜଳି ଭକତି କୁସୁମାଂଜଳି
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ