STORYMIRROR

Manaswinee Dash

Tragedy

3  

Manaswinee Dash

Tragedy

ଝରକା ସେପଟେ

ଝରକା ସେପଟେ

1 min
149


ଝରକା ସେପଟେ ଅଛି ମୁକ୍ତି, 

ଯାହା ପାଲଟି ଯାଇଛି ମୋ ପାଇଁ ସ୍ବପ୍ନ, 

ଅନ୍ୟାୟ ବିରୁଦ୍ଧରେ କଲି ସ୍ବର ଉତ୍ତୋଳନ, 

ଯାହା ପାଇଁ ଉପହାର ମିଳିଛି ଏ ବନ୍ଧନ। 


ବାହାର ଦୁନିଆଁ କୁ ଦେଖିବା ପାଇଁ

 ଏଇ ଝରକା ଏକମାତ୍ର ମାଧ୍ଯମ, 

ଜନ ସମାଗମ ନାହିଁ ଝରକା ସେପଟେ, 

ଅଛି ଖାଲି ବିସ୍ତୀର୍ଣ୍ଣ ଟାନ୍ଗରା ଭୂଇଁ, 

ପଶୁ ପକ୍ଷୀର ମଧ୍ଯ ଦେଖା ନାହିଁ। 


କଥା ହେବାପାଇଁ ବି କେହି ନାହିଁ, 

ଦିନରେ ସୁରୁଜ ଆଉ ସଂଧ୍ଯା ରେ ଜନ୍ହ ବାଟକୁ ଥାଏ ଚାହିଁ। 

ପଚାରେ ଏ ଝରକାକୁ , 

ମୋର କଣ ନ୍ୟାୟ ପାଇଁ ଲଢିବା ଅଧୀକାର ନାହିଁ, 

ସଜୀବ ମାନେ ଜେବେ ବୁଝିଲେ ନାହିଁ, 

ଏ କଣ ଦେବ ଉତ୍ତର, 

ରହିଥାଏ ଚୁପ୍ ହେଇ। 

ସିଏ କରୁଛି ତା କର୍ତ୍ତବ୍ଯ, 

ତା ସେପଟ ଜିନିଷ ଦେଖିବାରେ କରୁନି ମୋତେ ବାରଣ, 

ମୁଁ ଅପେକ୍ଷା ରେ କେବେ ଫିଟିବ ଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy