Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Tragedy

2  

Disambar Meher

Tragedy

ଅଚିହ୍ନା ସଂପର୍କ

ଅଚିହ୍ନା ସଂପର୍କ

1 min
6.5K



ଅଜଣା ବନ୍ଧୁ ସାଙ୍ଗେ

ହେଲା ଦିନେ ବନ୍ଧୁତା

ସଂପର୍କ ହେଲା ନିବିଡ

ହୃଦୟ କରି ନେଲା ଆତ୍ମୀୟତା

ସମୟ ସୁଅରେ ବଦଳିଗଲା

ବଦଳିଗଲା ତା ମନ

କେଉଁ ଦୋଷ ଥିଲା ବନ୍ଧୁ

ଭାଙ୍ଗିଦେଲ ମୋ ସପନ

ବାଲିଘର ଗଢିଥିଲି ଦିନେ

ବିଶାଳ ସମୁଦ୍ର କୂଳେ

ମାଡି ଆସିଲା ଲହଡି

ଭାଙ୍ଗି ଦେଲା ତା ଜଳେ

ଥିଲି ଦିନେ ନୂଆ

ଆଜି ହେଲି ମୁଁ ପୁରୁଣା

ବନ୍ଧୁତା ଭାଙ୍ଗିଦେଲ

କରିଦେଲ ଅଚିହ୍ନା ଅଜଣା ।



ଡିସମ୍ବର ମେହେର

ନୂଆପଡା


Rate this content
Log in

Similar oriya poem from Tragedy