STORYMIRROR

Anonymous writer

Tragedy

3  

Anonymous writer

Tragedy

ମୃତ୍ୟୁ ଟିକେ ମୋର ଡାକ ଶୁଣି ଦେ

ମୃତ୍ୟୁ ଟିକେ ମୋର ଡାକ ଶୁଣି ଦେ

1 min
100

ମୃତ୍ୟୁ ଟିକେ ମୋର ଡାକ ଶୁଣି ଦେ 

ଅନ୍ଧାର ରାତେ ନିଛାଟିଆ କାନେ 

କାନ୍ଦୁ ଅଛି ମୋ କାନ୍ଦ ଶୁଣି ଦେ 

ମୃତ୍ୟୁ ଟିକେ ମୋର ଡାକ ଶୁଣି ଦେ


ମାଗୁ ନାହିଁ ତତେ ଶ୍ମଶାନ ର ସୁଖ

ଶାଗୁଣା ପକ୍ଷୀ ର ଭୋକ ଶୁଣି ଦେ

ମୃତ୍ୟୁ ଟିକେ ମୋର ଡାକ ଶୁଣି ଦେ 


କଷ୍ଟ ରୁ ମୁକ୍ତି କେ ଅବା ନ ଚାହେଁ

ମୁକ୍ତି ର ଟିକିଏ ମାର୍ଗ ଶୁଣି ଦେ

ମୃତ୍ୟୁ ଟିକେ ମୋର ଡାକ ଶୁଣି ଦେ।।


Rate this content
Log in

Similar oriya poem from Tragedy