STORYMIRROR

Rashmi Ranjan Nayak

Classics

2  

Rashmi Ranjan Nayak

Classics

ଶୀତର ପ୍ରଥମ ଛୁଆଁ

ଶୀତର ପ୍ରଥମ ଛୁଆଁ

1 min
501

ଆଗକୁ ଚାଲୁଥାଏ ଆଉ ଚାଲୁଥାଏ ମଧ୍ୟ ସାମ୍ନା ରେ ଦୂର ପାହାଡ଼ ଓ ଅଣ ଓସାରିଆ ରାସ୍ତା ବାସ ମୁଁ ଚାଲୁଥାଏ।

ହଠାତ ଛୁଇଁ ଦେଇ ଯାଏ କିଏ ଜଣେ। ଚେହେରାଟି ଟିକେ ଚିହ୍ନା ଓ ଟିକେ ଅଚିହ୍ନା। ଆଗକୁ ଯାଇ ଆସ୍ତେ ହସି ଦେଇ ଦୂର ଦିଗବଳୟରେ କେଉଁଠି ଲୁଚିଯାଏ ସେ ଖୋଜିକି ପାଏ ନାହିଁ ତାକୁ ବହୁତ ଚେଷ୍ଟା କରେ ମାତ୍ର ମିଳେନାହିଁ ତାର ଛାଇ।

ପରେ ଦେଖେ ସକାଳ ର ଆରମ୍ଭ ରେ ଘାସ କେରା ର ଉପରେ, କିଛି ଦୂର ରେ ଶୀତଳ ର ଏକ ବାଦଲ ରେ , ଲୁଚି ଥିବା ବାଦଲ ରେ ଏବଂ ସୁରୁଜକୁ ଭୟ କରୁଥିବା ଶୀତର ସେ ଛୁଆଁ।

କେମିତି ବା ଭୁଲିବି କେମିତି ବା କହିବି, କେମିତି ଆଉ ବାସ କେମିତି।


ଏମିତି ଅନେକ ପ୍ରଶ୍ନ ଆନ୍ଦୋଳିତ କରେ ମନଟିକୁ।କେବେ ତାର ପାଗଲାମୀ ତ କେବେ ତାର ଚଗଲାମୀ ,ପୁଣି କେବେ ତାର ହସ ର ଝଲକ କୁ ,ଅନେକ କଥା କହେ ସେ ସ୍ପର୍ଶ ବାସ ମୁଁ କିଛି ଅନୁଭବ କରେ ଆଉ ବହୁତ କିଛି ଭୁଲିଯାଏ ମୁଁ


ହଯିବାକୁ ଚେଷ୍ଟା କରୁକରୁ କେତେବେଳେ ହଜିଯାଏ ଜଣାଇପାରେ ନାହିଁ। ବାସ ଏମିତି ଶୀତର ଛୁଆଁ ଅଭୁଲା ହୋଇଯାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics