The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Rashmi Ranjan Nayak

Abstract

2.5  

Rashmi Ranjan Nayak

Abstract

ପରିବର୍ତ୍ତନ ର ଅନ୍ୟନାମ- ଭାରତ

ପରିବର୍ତ୍ତନ ର ଅନ୍ୟନାମ- ଭାରତ

1 min
350


ଇତିହାସ କୁ ଯାଇ ଅନେକ କିଛି ତର୍ଜମା କରିବାର ଆଵଶ୍ୟକତା ନାହିଁ,

ବଦଳିଥିବା ଇତିହାସ କୁ ନିନ୍ଦା କିମ୍ବା ତାସଚଲ୍ୟ କରିବାର ଆବଶ୍ୟକତା ନାହିଁ। ମୋ ଦେଶ ଆଜି ବଦଳି ଯାଇଛି ,ବଦଳିଛି ଏହାର ଭୂଗୋଳ ବଦଳିଛି ଆଉ ବଦଳିବ ମଧ୍ୟ।


କିଛି ପାଇ କିଛି ହେରେଇଛି ଅନେକ କିଛି। ସବୁଭୁଲି ସବୁ ଜାଣି ତଥାପି ହାରିନି। ତଥାପି ସଂଘର୍ଷ ଜାରି ରହିଛି ଯାହା ଫଳରେ ପରିବର୍ତ୍ତନ ର ଅନ୍ୟତମ ଉଦା ହରଣ ଭାବେ ସାରା ବିଶ୍ୱରେ ପାଇଛି ଏକ ବିଶେଷ ସ୍ଥାନ।


ଅଗ୍ରଣୀ ଦେଶ ମଧ୍ୟରେ ଭାରତ ସ୍ଥାନ ପାଇଛି।ସଂସ୍କୃତି ଠାରୁ ବିଜ୍ଞାନ ,କଳା ଠାରୁ ଆରମ୍ଭ କରି ରକେଟ ବିଜ୍ଞାନ କେଉଁଥିରେ ପଛରେ ନାହିଁ।

ସମୟ ସହ ତାଳ ଦେଇ ଅନେକ କିଛି ସହି ଶେଷରେ ଭାରତ ଆଜି ସକ୍ଷମ ସକ୍ରିୟ ଏବଂ ବିଶ୍ୱଗୁରୁ ହୋଇପାରିଛି। ବାସ କିଛି ଜିନିଷ ଯାହା ରହିଛି ତାକୁ ଆମକୁ ବଦଳାଇବାକୁ ପଡିବ। ଆଉ ଏକ ସୁନ୍ଦର ଭାରତ ପୁଣି ହସି ଉଠିବ।


Rate this content
Log in

Similar oriya story from Abstract