STORYMIRROR

Rashmi Ranjan Nayak

Abstract

2  

Rashmi Ranjan Nayak

Abstract

ଏକ ଚିଠି

ଏକ ଚିଠି

1 min
381

ମୋ ଜୀବନ ଏତେବି ବଡ଼ ନୁହେଁ, ମୋ ଘର ଏତେବି ବଡ଼ ନୁହେଁ,ମୋ ପାଖେ ଏତେ ବଡ଼ ଧନରତ୍ନ ବି ନାହିଁ। ଏଇ ଛୋଟ ଜୀବନ ଆଉ ମୋ ଛୋଟ ଆଶା କୁ ନେଇ ମୋ ଜୀବନ ସାଥି ଭାବେ ସବୁଦିନ ମୋ ସହ ଚାଲିବ କି। ମୋ ଅଳି ଅଝଟ ସହି ମୋ ଘରକୁ ନିଜର କରିପାରିବ କି। ସବୁକିଛି ଭୁଲି ମୋ ନୋଟ ଖାତା ହେଇପାରିବ କି ଯାହା କେବେଳ ମୋର ହିଁ ହେବ ଆଉ କାହାର ବି ନୁହେଁ। ଆଉ ସେ ଶରୀର ଟି ମଧ୍ୟ।

ଭାଗ୍ୟ ର ଆଧାର କରି ତୁମକୁ ହରାଇ ବାକୁ ଚାହୁଁନାହିଁ।

କଷ୍ଟ କରି ତୁମକୁ ପାଇବାର ଲକ୍ଷ ରଖିଛି।

ତୁମେ କଣ କିଏ କଣ ଜାଣିଛି କହିତ ପାରିବିନି କିନ୍ତୁ ଏତକି କହିବି ତୁମକୁ ଚିନ୍ହିବାରେ ଦୁନିଆ ଭୁଲ କରିଛି ଆଉ ମୁଁ ସେ ଭୁଲ କେବେବି କରିବିନି।

କେବେ ତୁମକୁ ଏସବୁ କହିନାହିଁ ଆଜି କହୁଛି କାରଣ ସେ ସମୟ ଆସି ଯାଇଛି।


ଲେଖା ସବୁ ଯାହାବି ଦେଇଛି ହୃଦୟ ର କଥା ଲେଖିଛି ।


ମୋର ସବୁକିଛି ତୁମେ ବାକି ତୁମ ଉତ୍ତର ଅପେକ୍ଷା ରେ।

ଗୋଟେ ସୁଯୋଗ ଦେବକୀ ତୁମ ଜିବନ କୁ ମୁଁ ପୁଣିଥରେ ଗଢିବାକୁ ଚାହୁଁଛି। 

ଥରେ ସୁଯୋଗ ଦେବ କି।


ଅପେକ୍ଷା ତୁମ ଉତ୍ତର କୁ।

ଇତି ତୁମର

ପର ଦେଶୀ ବାବୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract