STORYMIRROR

Rashmi Ranjan Nayak

Abstract

2  

Rashmi Ranjan Nayak

Abstract

ମୋ ଦେଶ ମୋ ଜୀବନ

ମୋ ଦେଶ ମୋ ଜୀବନ

1 min
255

ମୋ ଦେଶ ମୋ ଜୀବନ

ଦେଖିଛି ତା ପାଇଁ କେତେ ସପନ,


ହସିଛି ଖେଳିଛି ଛାତିରେ ଜାର

କେବେ କରିବିନି ତାକୁ ମୁଁ ପର


ଯାହା ପାଇଁ ଆଜି ଵଂଚିଛି ଆଜି,

ତା ପାଇଁ ଲଢ଼ିବି ସୈନିକ ସାଜି


ଯାର ସ୍ନେହ ଶ୍ରଦ୍ଧା ପାଇଛି ମୁଁଇ,

କଷ୍ଟ ସହି ମୁଁ କାମ କରିବି ତା ରି ପାଇଁ


ଆସୁପଛେ ଯେତେ ଝଡ଼ ବରଷା,

ମା ଭାରତୀ ଉପରେ ଅଛି ମୋର ଭରଷା


ଥିବାଯାଏ ଦେହରେ ମୋର ଶେଷ ନିଶ୍ୱାସ,

ଲଢ଼ିବି ମୁଁ ଜିତିବି ମୁଁ ଅଛି ମୋର ବିଶ୍ୱାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract