STORYMIRROR

Sunanda Mohanty

Classics Thriller Others

3  

Sunanda Mohanty

Classics Thriller Others

ରୁଦ୍ରାକ୍ଷ 

ରୁଦ୍ରାକ୍ଷ 

1 min
11


ତୁମ ଗଳାରେ ମୁଁ ରୁଦ୍ରାକ୍ଷଟିଏ 
ହୋଇ ଝୁଲିବାକୁ ମନ 
ଡରଲାଗେ କାଳେ ବତାସୀ ପବନ 
ଆଣିଦେବ ଦହନ 
କହିବି ତୁ ପୋ ଅନ ହୋଇ 
ସନ୍ଧି ବିଛେଦ ଆନନ 
ମୋ ସ୍ବପ୍ନ ମୋ ଜୀବନ ଧନକୁ 
କାହିଁକି କରୁଛୁ ମୋ ଠାରୁ ଭିର୍ନ୍ନ 
ତାଙ୍କ ଗଳାମାଳି ହୋଇ ମୁଁ ଝୁଲିବି 
ଦେଖିଛି କେତେ ସପନ 
ହରାଇବି ନାହିଁ ସପନକୁ ମୋର 
ଭାଙ୍ଗିଯିବ ଯଦି ମନ 
କ୍ଷମା କରିବାକୁ 
କ୍ଷମତା ପାଇବାକୁ 
କାହିଁ ଆଉ ସେ ଜୀବନ 
ଦେବଦାସୀ ଯଦି ନହେଲି ନାହିଁ 
ରୁଦ୍ରାକ୍ଷ୍ୟ ହୋଇ ଗଳାରେ ଝୁଲିବି 
ପବନସୁତ ଶ୍ରୀହନୁମାନ 
ରଖନ୍ତୁ ମୋ ନିବେଦନ 
ପିତାଙ୍କୁ କୁହନ୍ତୁ ରଖନ୍ତୁ ସମ୍ମାନ 
ଦେଖନ୍ତୁ ସଭିଙ୍କୁ ସମାନ 
ରୁଦ୍ରାକ୍ଷ ମୁଁ ଛୋଟ 
ପରିଷ୍କାର ମୋ ବାଟ 
ମୋର ଏକ ଛୋଟ ମନ 
ଗଳାରେ ପିନ୍ଧନ୍ତୁ ଭଗବାନ
,,,,,,,,,,,,,,,,


Rate this content
Log in

Similar oriya story from Classics