STORYMIRROR

Spandan kumar Parida

Romance

2  

Spandan kumar Parida

Romance

ପ୍ରୀତି ତୁମେ

ପ୍ରୀତି ତୁମେ

1 min
286

ନବଜୀବନର ଦିଗନ୍ତ ପୁଲକର ଆଭା ରେ କୁସୁମିତ ଝରଣା ର ନିର୍ଝର ଧାରା ର ତୁମେ ସେଇ ମୁକ୍ତା ଜଳରାଶି। ତୁମର ନୟନ ର ସ୍ବର୍ଣ୍ଣିମ କଜ୍ବଳ ର ଜାଜ୍ବଳମାନ ରଶ୍ମି ଆଜି ବି ଝଲସି ଉଠେ ଯେତେବେଳେ ମାନସ ପଟରେ ବିଛୁରିତ ହୁଏ ତୁମ ନିରୀମାଖୀ ଚାହାଣୀର ହସ ର ପଦ୍ମ ପାଖୁଡା। ଚନ୍ଦ୍ର ଙ୍କ ଚାହାଣି ର ତେର୍ଚ୍ଛା ନଜର ର ଆଭା ଆଭ୍ୟନ୍ତରୀଣ ସେଇ କୋମଳ ସୌନ୍ଦର୍ଯ୍ୟତା କୁ ନଷ୍ଟ କରୁଥିଲା ବେଳେ ଦିବା କାଳେ ରବିଙ୍କ କିରଣ ରେ ତେଜିୟାନ ହୋଇ ଉଠେ ତୁମର ସେଇ ଦିବ୍ୟ ଚେହେରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance