STORYMIRROR

Spandan kumar Parida

Romance

2  

Spandan kumar Parida

Romance

ରୋମାଣ୍ଟିକ ନାଇଟ

ରୋମାଣ୍ଟିକ ନାଇଟ

1 min
208

ବେଦନା ଭରା ପ୍ରୀତିସଜନର କାହାଣୀ। କେତେବେଳେ ମନରେ ଆସେ ସୁଗନ୍ଧିତ ବାସ୍ନାର ରାଗିଣୀ ତ ଆଉ କେବେ ପ୍ରେମ ପ୍ରତି ଅନୁରାଗ।

କୋହର ଯାତନା ଦିନେ ଦିନେ ଫିକା ପଡ଼ିଯାଏ ,ପ୍ରେମିକା ର ସ୍ନେହ ଛଳନା ଆଗରେ।

ଦିନକର ଅକୁହା କଥା ....ପ୍ରଥମ କରି ପଡିଥାଏ ପ୍ରେମ ଜାଲରେ।କେଜାଣି କାହିଁକି ତାକୁ ଖାଲି ଦେଖିଲେ ଲାଗେ..ସତେ ଯେମିତି ମୁଁ କୋଉ ଆକାଶ ରେ ଉଡୁଛି।କଲେଜରେ ପ୍ରଥମ ଥର ପ୍ରେମ ହେଲା ପରେ ତାକୁ ଦେଖିଥିଲି ସେ ଗାଡି ଉପରେ। ପାଟିରେ ତାର ଖଟାଯୁକ୍ତ ବରକୋଳି...ମୁହଁରେ ତାର ଏକ ଅପୂର୍ବ ଚାହାଣୀ। ଆଜି ବି ଭାବନାରେ ଆସିଲେ ମନେ ପଡେ ସେ କଥା। ଏମିତି ହୁଅନ୍ତାନି କି,ସେ ସବୁବେଳେ ସେଇ ଚାହାଣୀରେ ରହିଯାଅନ୍ତା।ଯଦି ସେମିତି ହେବ.....ତାହାଲେ ତା ପରେ ମୋ ଅବସ୍ଥା କଣ ହେବ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance