kamal kumar dash

Drama Tragedy Action

3  

kamal kumar dash

Drama Tragedy Action

ଗୋଲାପ

ଗୋଲାପ

1 min
185



   ଲୀଲା ହସ୍ପିଟାଲ ରେ ସକାଳୁ ଡାକ୍ତର ରାୟ ଚିଲାଉଥିଲେ କୁଆଡେ ଗଲେ ଡାକ୍ତର ମୀରା ? ପେସେଣ୍ଟ ଓଟି କୁ ଗଲାଣି ହେଲେ ତାଙ୍କର ଦେଖାନାହିଁ । ତ ଏତିକି ବେଳେ ଡାକ୍ତର ମୀରା ଆସି ପହଁଚିଲେ ।ଡାକ୍ତର ରାରାୱତଙ୍କ ଆଡ଼କୁ ରାଗରେ ଚାହିଁଲେ ଓ କହିଲେ ମାଡାମ ଲୋକଙ୍କ ଜୀବନ ସହ ଖେଳନ୍ତୁନି ? ଯଦି ଆସି ନ ପାରିବେ ଅପରେସନ କୟାନସଲ କରି ଦିୟନ୍ତୁ ।ସେ କହିଲେ ସାରି ସାର ମୋ ବାପା ବାଥ ରୁମ୍ ରେ ପଡିଗଲେ ତାଙ୍କୁ ପାଖ ହସ୍ପିଟାଲ୍ରେ ଆଡମିଟ କରି ଆସୁଛି ।ମୁଁ ଓଟି କୁ ଯାଉଛି ,ନଥିଁଗ ଟୁ ଓରି ।ହେଲେ ଡାକ୍ତର ରାୟ ନ୍କ ରାଗ ଶାନ୍ତ ହେଲା ପରି ଲାଗୁ ନଥିଲା । ଅପରେସନ ପରେ ଡାକ୍ତର ମୀରା ତାଙ୍କୁ ମିଶିବାକୁ ଗଲେ ହେଲେ ସେନଥିଲେ ଓ ତାଙ୍କ ପାଇଁ ମେସେଜ ଦେଇଥିଲେ କି ,ଇଟି ଇଜ ବେଟର ଲିଭ ଇଫ ୟୁ ଡୋଣ୍ଟ ହାଣ୍ଡେଲ । ମୀରା ମାଡାମ ହସ୍ପିଟାଲ ଅଫିସ କୁ ଗଲେ ଓ କାଲି ର ସବୁ ପ୍ରୋଗ୍ରାମ ଓ ଅପରେସନ କ୍ୟାନ୍ସଲ କରିବାକୁ କହି ଘରକୁ ଚାଲିଗଲେ ।ତା ପରଦିନ ଡାକ୍ତର ରାୟ ଙ୍କୁ ଗୋଟେ ସୁନ୍ଦର ଗୋଲାପ ତୋଡ଼ା ମିଳିଲା ଓ ସେଥିରେ ଲେଖାଥିଲା ଆଇ ଆମ ଲିଭିଂ ଦି ଜବ ଗୁଡ଼ ବାୟ  । ରାୟ ବାବୁ ଗୋଲାପ ଫୁଲ ତୋଡ଼ାକୁ ହାତରେ ଧରି ଖଣ୍ଡ ଖଣ୍ଡକରି ଛିଣ୍ଡାଇ ଫୋପାଡ଼ି ଦେଲେ ।ତାର ଦିଦିନ ପରେ ତାଙ୍କୁ କାରୋନା ଧରିଲା ଓସେ ହସ୍ପିଟାଲ୍ ରେ ପଡିଲେ ଓ ଭାବୁଥିଲେ ସେ ଗୋଲାପରେ କାରୋନା ଥିଲାକି ? ତାଙ୍କ କରୋନା ର ଖବର ଡାକ୍ତର ମୀରା ଙ୍କୁ ମିଳିଲା ହେଲେ ସେ ଦେଖିବାକୁ ଆସିଲେନି କି କିଛି ମେସେଜ କଲେନି ।


Rate this content
Log in

Similar oriya story from Drama