kamal kumar dash

Thriller

3  

kamal kumar dash

Thriller

ଏକ୍ସ

ଏକ୍ସ

1 min
165


  

           ବୁବୁନ  କୁ ପଛରୁ ତା ସ୍ତ୍ରୀ ରୀନା ଡାକିଲା ଓ କହିଲା ଦେଖମ ସେ ଦୂରରେ ଯେଉଁ ଝିଅ ଟା ଯାଉଛି ସେ ଗୋଟେ କୁକୁର ଧରିଛି ତା ନାଁ କଣ ଜାଣିଛ ? ବୁବୁନ କହିଲା ତୁମେ ଜାଣିଥିବ ମୁଁ କେମିତି ଜାଣିବି | ରୀନା କହିଲା ସେ କୁକୁର କୁ ବହୁତ କେୟାର ରେ ରଖିଛି ଓ ତା ନାଁ ବୁବୁନ ରଖିଛି | ବୁବୁନ କିଛି ସମୟ ରହି କହିଲା, ମୁଁ କେମିତି ଜାଣିବି ସେ ତା କୁକୁର ନାଁ କାହିଁ କି ବୁବୁନ ରଖିଛି ? ରୀନା କହିଲା 

   ସେ ତମର ଏକ୍ସ ଫ୍ରେନ୍ଡ ହୋଇଥିବ | ବୁବୁନ ଟିକେ ଚିଡି କହିଲା ଯାଅ ତାକୁ ପଚାରି ଆସିବ ସେ ତା କୁକୁର ର ନା କାହିଁକି ଏମିତି ରଖିଛି ବୋଲି ? ରୀନା ବୁବୁନ  କୁ ଚିଡ଼ାଇବାକୁ କହିଲା, ଏ ମା ସେ କୁକୁରର ମୁଁହ ତା ଠିକ ତମ ଭଳି ଦେଖା ଯାଉଛି | ବୁବୁନ କି ଛାଡିବା ଲୋକ ସେ କହିଲା ତାହେଲେ ତା ପଛରେ ତମେ ଚାଲି ଯାଅ | ଆଉ ମୋ ସାଥିରେ କାହିଁ କି ଆସୁଛ ? କୁକୁର ଧରି ଥିବା ଝିଅ ଟିକେ ରହି କହିଲା , ଏ କୁକୁର ମୋ ଭାଈ ର ସେ ନାହିଁ ତେଣୁ ମୋ ପାଖରେ ରଖି ଯାଇଛି | ଏତିକି କହି ଟିକେ ହସି ସେ ଚାଲିଗଲା | ବୁବୁନ ଚାହୁଁ ଥିଲା ରୀନା କୁ ବଡ଼ ବଡ଼ ଆଖିରେ |


Rate this content
Log in

Similar oriya story from Thriller