STORYMIRROR

Dipti lekha Mishra

Classics Inspirational Others

2  

Dipti lekha Mishra

Classics Inspirational Others

ଭକ୍ତର ଭଗବାନ

ଭକ୍ତର ଭଗବାନ

1 min
118


କୁନି ବୋଲି ଛୋଟ ପିଲାଟି ବୟସ ମାତ୍ର ଚାରିବର୍ଷ ହେଲା।ସେ ସବୁବେଳେ ସକାଳ ସଞ୍ଜରେ ପ୍ରଭୂଙ୍କ ଫୋଟ ଆଗରେ ବସି ଗୁଣୁଗୁଣୁ ହୋଇ କଣ ସବୁ କହିଦେଉଥାଏ।


ମାଆ ଆସି ଦେଖିଲେ ଇଏ କଣ ମୁଁ ନ ଉଠାଇବା ଆଗରୁ ଉଠୁଛି ଆଉ ପିଲା ଭଗବାନଙ୍କ ମନ୍ତ୍ରପାଠ ଜାଣୀଲା କିପରି?

ପିଲାଟି ଦୀର୍ଘଦିନ ଧରି ଏକଅଙ୍ଗୀବାତ ରୋଗରେ ପଡିଥିଲା।ପାଟି ଫିଟୁନଥୀଲା।ଶୋଇ ଶୋଇ ଖଟିଆଟିରେ ପଡି ରହୁଥୀଲା।କିନ୍ତୁ ମାଆ ଗାଊଥୀବା ଭଜନ ଶୁଣି ଶୁଣି ମୁଖସ୍ଥ କରିଦେଇଥିଲା।ଏକଥା ମାଆ ଜାଣିପାରି ଖୁସିରେ ଗଦ ଗଦ୍ ହୋଇ ସ୍ବାମୀଙ୍କୁ କହିବାକୁ ଗଲେ ।ଦୁହେଁ ଏ କୁନି ବାଳକର ଭକ୍ତି ଦେଖି ଜାଣିପାରିଲେ ଭକ୍ତର ଭଗବାନ ଏକଥା ମିଛ ନୂହଁ।ଭଗବାନଙ୍କ ଦୟା ଯୋଗୁଁ ହିଁ ଆଜି ଅସମ୍ଭବ ସମ୍ଭବ ହୋଇପାରିଛି।


ଭକ୍ତ ନୈବେଦ୍ଯ କି ଜପତପ ଦ୍ବାରା ହିଁ ଭଗବାନଙ୍କୁ ଜିତେନି।ତା ହୄୄୄୄୄଦୟରୁ ଭକ୍ତିଭାବ ଦେଖାଈ ସେ ଜିତିପାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics